ଓଡିଶା

odisha

ETV Bharat / bharat

ଟୀକା ନେଇ ଦୁଇ ଶିଶୁ ମୃତ, ମଧ୍ୟପ୍ରଦେଶରେ ହଇଚଇ - 5 ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ

ଟୀକା ନେବା ପରେ ଚାଲିଗଲା ଦୁଇ ଶିଶୁଙ୍କ ଜୀବନ । 5 ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ । ଏପରି ଅଭିଯୋଗ ମଧ୍ୟପ୍ରଦେଶ ସତନା ଜିଲ୍ଲା କୋନୋତା ଗାଁରୁ ଆସିଛି ।

Konota Village
ଟୀକା ନେଇ ଦୁଇ ଶିଶୁ ମୃତ, ମଧ୍ୟପ୍ରଦେଶରେ ହଇଚଇ ସୃଷ୍ଟି

By

Published : Jan 13, 2020, 2:40 PM IST

ଭୋପାଳ: ଟୀକା ନେବା ପରେ ଚାଲିଗଲା ଦୁଇ ଶିଶୁଙ୍କ ଜୀବନ । 5 ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ । ଏପରି ଅଭିଯୋଗ ମଧ୍ୟପ୍ରଦେଶ ସତନା ଜିଲ୍ଲା କୋନୋତା ଗାଁରୁ ଆସିଛି ।

ଗାଁ ଅଙ୍ଗନୱାଡିରେ ଟୀକାକରଣ ପରେ ଏପରି ଘଟିଥିବାରୁ ଏବେ ଗ୍ରାମବାସୀ ଟୀକା ଠିକ୍‌ ନଥିବା ଅଭିଯୋଗ କରିଛନ୍ତି । ସେପଟେ ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗରେ ହଇଚଇ ସୃଷ୍ଟି ହୋଇଛି ।

ABOUT THE AUTHOR

...view details