ଚେନ୍ନାଇ: ସାରା ଦେଶରେ କୋରୋନା ସ୍ଥିତି ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଆନ୍ଧ୍ରପ୍ରଦେଶରେ ବି ଅଣାୟତ ହୋଇପଡିଛି ମହାମାରୀ । ତେବେ କୋରୋନାରେ ଆକ୍ରାନ୍ତ ହୋଇଥିବା ତିରୁପତି ମନ୍ଦିରର ପୁରୋହିତ ଶ୍ରୀନିବାସ ଆଚାର୍ଯ୍ୟୁଲ୍ଲୁଙ୍କ ଦେହାନ୍ତ ହୋଇଯାଇଛି ।
କୋରୋନାରେ ତିରୁପତି ମନ୍ଦିର ପୁରୋହିତଙ୍କ ଦେହାନ୍ତ - TTD PRIEST DIED OF CORONA
କୋରୋନାରେ ଆକ୍ରାନ୍ତ ହୋଇଥିବା ତିରୁପତି ମନ୍ଦିରର ପୁରୋହିତ ଶ୍ରୀନିବାସ ଆଚାର୍ଯ୍ୟୁଲ୍ଲୁଙ୍କ ଦେହାନ୍ତ ହୋଇଯାଇଛି । ଅଧିକ ପଢନ୍ତୁ...
![କୋରୋନାରେ ତିରୁପତି ମନ୍ଦିର ପୁରୋହିତଙ୍କ ଦେହାନ୍ତ କୋରୋନାରେ ତିରୁପତି ମନ୍ଦିର ପୁରୋହିତଙ୍କ ଦେହାନ୍ତ](https://etvbharatimages.akamaized.net/etvbharat/prod-images/768-512-8322390-thumbnail-3x2-lojpg.jpg)
କୋରୋନାରେ ତିରୁପତି ମନ୍ଦିର ପୁରୋହିତଙ୍କ ଦେହାନ୍ତ
କୋରୋନା ପଜିଟିଭ ଚିହ୍ନଟ ପରେ ତିରୁମାଳା ତିରୁପତି ଦେବସ୍ଥାନମର ପୁରୋହିତଙ୍କୁ ତିରୁପତିର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ମଧୁମେହ ଓ ଅନ୍ୟାନ୍ୟ ରୋଗ ରହୁଥିବା ଡାକ୍ତର ସୂଚନା ଦେଇଛନ୍ତି ।