ଅଗରତଲା: ନେଗେଟିଭ୍ ଆସିଲା ତ୍ରିପୁରା ସିଏମ୍ ବିପ୍ଲବ କୁମାର ଦେବଙ୍କ କୋଭିଡ -19 ରିପୋର୍ଟ । ତେବେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ସିଏମ୍ ନିଜକୁ ହୋମ୍ କ୍ବାରେଣ୍ଟାଇନରେ ରଖିବେ ଏବଂ ସେ ଘରୁ କାମ ଜାରି ରଖିବେ ବୋଲି ଶ୍ରୀ ଦେବ ଏକ ଟ୍ୱିଟ୍ରେ କହିଛନ୍ତି। ଦୁଇ ପରିବାର ସଦସ୍ୟ କୋରୋନା ପାଇଁ ପଜିଟିଭ୍ ପରୀକ୍ଷା କରାଯିବା ପରେ ସିଏମ୍ ନିଜକୁ ସଙ୍ଗରୋଧରେ ରଖିଥିଲେ ।
ତ୍ରିପୁରା ସିଏମଙ୍କ କୋରୋନା ରିପୋର୍ଟ ନେଗେଟିଭ୍ - Covid-19
ନେଗେଟିଭ୍ ଆସିଲା ତ୍ରିପୁରା ସିଏମ୍ ବିପ୍ଲାବ କୁମାର ଦେବଙ୍କ କୋଭିଡ -19 ରିପୋର୍ଟ । ଅଧିକ ପଢନ୍ତୁ...

ତ୍ରିପୁରା ସିଏମଙ୍କ କୋରୋନା ରିପୋର୍ଟ ଆସିଲା ନେଗେଟିଭ୍
ଏହି ସମୟରେ, ରାଜ୍ୟ ସରକାର 193 କଣ୍ଟେନମେଣ୍ଟ ଜୋନକୁ ଏହି ମାସର 31 ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଯଦିଓ ରାଜ୍ୟ ବାହ୍ୟ କଣ୍ଟେନମେଣ୍ଟ ଜୋନ୍ ପାଇଁ ଅଗଷ୍ଟ 11 ତାରିଖ ପର୍ଯ୍ୟନ୍ତ ନୂତନ ଅନଲକ ପଦକ୍ଷେପ ଘୋଷଣା କରିଛି । ନିର୍ଦ୍ଦେଶାନୁସାରେ ନାଇଟ କର୍ଫ୍ୟୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ରାତି 9 ଟାରୁ ସକାଳ 5 ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି ।