ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏକ ସ୍କୁଲ ବସ ଉପରେ ପଡିଯାଇଛି ଗଛ । ରାଜ୍ୟର ମାଙ୍ଗାଲୁରୁର ନାନଥୁର ନିକଟରେ ଏପରି ଘଟଣା ଦେଖିବାକୁ ମିଳିଛି ।
ସ୍କୁଲ ବସ ଉପରେ ପଡିଲା ଗଛ - ଛାତ୍ରଛାତ୍ରୀ
ମାଙ୍ଗାଲୁରୁର ନାନଥୁର ନିକଟରେ ଥିବା ଏକ ସ୍କୁଲ ବସ ଉପରେ ପଡିଛି ଗଛ । ଏହି ବସରେ 17 ଜଣ ଛାତ୍ରଛାତ୍ରୀ ଥିବାର ଖବର ମିଳିଛି ।
![ସ୍କୁଲ ବସ ଉପରେ ପଡିଲା ଗଛ](https://etvbharatimages.akamaized.net/etvbharat/prod-images/768-512-4130107-thumbnail-3x2-ktk.jpg)
ଫଟୋ ସୌଜନ୍ୟ: ଏଏନଆଇ
ଏ ଦୁର୍ଘଟଣା ସମୟରେ ବସରେ 17 ଜଣ ଛାତ୍ରଛାତ୍ରୀ ଥିଲେ । ଏହାଯୋଗୁଁ ହୋଇଥିବା କୌଣସି ବଡଧରଣର କ୍ଷୟକ୍ଷତି ସମ୍ପର୍କରେ ଜଣାପଡିନାହିଁ।