ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ଟ୍ରାକ୍ଟର ରାଲି ଆରମ୍ଭ - ସାଧାରଣତନ୍ତ୍ର ଦିବସ

ଆରମ୍ଭ ହୋଇଯାଇଛି ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି। ଏହାପୂର୍ବରୁ ଚାଷୀ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି। ବ୍ୟାରିକେଡ୍ ଭାଙ୍ଗି ଚାଷୀ ଧସେଇ ପଶୁଥିବା ବେଳେ ଚାଷୀଙ୍କ ଉପରେ ପୋଲିସର ଲାଠିଚାର୍ଜ। ଅଧିକ ପଢନ୍ତୁ...

ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ଟ୍ରାକ୍ଟର ରାଲି ଆରମ୍ଭ
ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ଟ୍ରାକ୍ଟର ରାଲି ଆରମ୍ଭ

By

Published : Jan 26, 2021, 11:33 AM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି। ଏହି ରାଲିରେ 5 ହଜାର ଟ୍ରାକ୍ଟର ସାମିଲ ହୋଇଥିବା ବେଳେ 5 ହଜାର ଲୋକଙ୍କୁ ସାମିଲ ପାଇଁ ଅନୁମତି ଦିଆଯାଇଛି। 3 ଟି ରୁଟରେ ଚାଷୀଙ୍କୁ ଟ୍ରାକ୍ଟର ରାଲି କରିବାକୁ ଅନୁମତି ଦେଇଛି ଦିଲ୍ଲୀ ପୋଲିସ।

ଏହାପୂର୍ବରୁ ଚାଷୀ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଛି। ବ୍ୟାରିକେଡ୍ ଭାଙ୍ଗି ଚାଷୀ ଧସେଇ ପଶୁଥିବା ବେଳେ ଚାଷୀଙ୍କ ଉପରକୁ ପୋଲିସର ଲାଠିଚାର୍ଜ। ଏହାସହ ପରିସ୍ଥିତିକୁ ଆୟତକୁ ଆଣିବାକୁ ଲୁହାବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ।

ABOUT THE AUTHOR

...view details