ନୂଆଦିଲ୍ଲୀ: ଦେଶରେ ଶୀତର ଲହରୀ ଆରମ୍ଭ ହୋଇଥିବାବେଳେ ପୁଣି ଟ୍ରାକକୁ ଫେରୁଛି ସଂକ୍ରମଣ । ଏପଟେ ଶୀତ ଋତୁ ସମୟରେ କୋରୋନା ସଂକ୍ରମଣ ଅତ୍ୟଧିକ ମାତ୍ରାରେ ବ୍ୟାପିବାର ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ।
ଦେଶରେ 24ଘଣ୍ଟାରେ ହୋଇଛି 10,99,545 ନମୁନା ଟେଷ୍ଟ: ICMR - କୋରୋନାନ ଟେଷ୍ଟ
ଆଇସିଏମଆରର ସୂଚନାନୁସାରେ, 23 ନଭେମ୍ବରରେ 10,99,545 ନମୁନା ଟେଷ୍ଟ କରାଯାଇଛି । ଫଳରେ ଏବେ ସୁଦ୍ଧା ଦେଶରେ ସର୍ବମୋଟ 13,36,82,275 ନମୁନା ପରୀକ୍ଷା କରାଯାଇଛି ।
![ଦେଶରେ 24ଘଣ୍ଟାରେ ହୋଇଛି 10,99,545 ନମୁନା ଟେଷ୍ଟ: ICMR ଦେଶରେ 24ଘଣ୍ଟାରେ ହୋଇଛି 10,99,545 ନମୁନା ଟେଷ୍ଟ: ICMR](https://etvbharatimages.akamaized.net/etvbharat/prod-images/768-512-9644596-thumbnail-3x2-f.jpg)
ଦେଶରେ 24ଘଣ୍ଟାରେ ହୋଇଛି 10,99,545 ନମୁନା ଟେଷ୍ଟ: ICMR
ଏଥିଲାଗି ଦେଶରେ ଦିନକୁ ପ୍ରାୟ 10ଲକ୍ଷରୁ ଉର୍ଦ୍ଧ୍ବ ନମୁନା ଟେଷ୍ଟ କରାଯାଉଛି । ଆଇସିଏମଆରର ସୂଚନାନୁସାରେ, 23 ନଭେମ୍ବରରେ 10,99,545 ନମୁନା ଟେଷ୍ଟ କରାଯାଇଛି । ଫଳରେ ଏବେ ସୁଦ୍ଧା ଦେଶରେ ସର୍ବମୋଟ 13,36,82,275 ନମୁନା ପରୀକ୍ଷା କରାଯାଇଛି । ଏପଟେ 24ଘଣ୍ଟାରେ 37, 975 ନୂଆ ମାମଲା ସାମ୍ନାକୁ ଆସିଛି ।