ପାଣାଜୀ: ଗୋଆରେ ସାମ୍ନାକୁ ଆସିଲା ଆଉ ଏକ କୋରୋନା ପଜିଟିଭ । ଜଣେ ବ୍ୟକ୍ତି ଯିଏ ବିଦେଶ ଯାତ୍ରା କରି ଫେରିଥିଲେ । ତାଙ୍କର ପରୀକ୍ଷା ହେବା ପରେ କୋରୋନା ମାମଲା ଥିବା ଦେଖିବାକୁ ମିଳିଛି । ତାଙ୍କୁ ଏବେ ଆଇସୋଲେସନ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛନ୍ତି ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ।
ଗୋଆରେ ଆଉ ଜଣେ କୋରୋନା ପଜିଟିଭି, ଆକ୍ରାନ୍ତଙ୍କ ସଂଖ୍ୟା 7 - total number of positive cases in Goa rises to 7
ଗୋଆରେ କାୟା ବିସ୍ତାର କରୁଛି କୋରୋନା ଭାଇରସ । ଲକଡାଉନ ସତ୍ତ୍ବେ କମୁନି ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...
![ଗୋଆରେ ଆଉ ଜଣେ କୋରୋନା ପଜିଟିଭି, ଆକ୍ରାନ୍ତଙ୍କ ସଂଖ୍ୟା 7 Goa Health Minister Vishwajit Rane](https://etvbharatimages.akamaized.net/etvbharat/prod-images/768-512-6657271-1007-6657271-1585985860580.jpg)
ଗୋଆରେ ଆଉ ଏକ ମାମଲା ପଜିଟିଭି, ଆକ୍ରାନ୍ତଙ୍କ ସଂଖ୍ୟା 7
ତେବେ ଗୋଆରେ ମୋଟ କୋଭିଡ-19 ମାମଲା 7କୁ ବୃଦ୍ଧି ପାଇଛି । ଅନ୍ୟ ରାଜ୍ୟପରି ଗୋଆରେ ମଧ୍ୟ ଦିନିକୁ ଦିନ ବ୍ୟାପିବାରେ ଲାଗିଛି କୋରୋନା । ଯାହାକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା ଅବଲମ୍ବନ କରାଯାଉଛି ।