ମୁମ୍ବାଇ: ଦେଶରେ କୋରୋନା ମୃତ୍ୟୁ ସଂଖ୍ୟାରେ ବୃଦ୍ଧି । ପୁଣି ଗୋଟେ ମୁଣ୍ଡ ନେଇଛି ମହାମାରୀ କୋରୋନା । ମହାରାଷ୍ଟ୍ରର 65 ବର୍ଷିୟା ମହିଳା କୋରୋନା ଆକ୍ରାନ୍ତରେ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି ।
ପୁଣି ଗୋଟିଏ ମୁଣ୍ଡ ନେଲା କୋରୋନା - ମୁଣ୍ଡ ଗଡେଇଲା କୋରୋନା
ମହାରାଷ୍ଟ୍ରରେ ପୁଣି ଗୋଟେ ମୁଣ୍ଡ ନେଇଛି ମହାମାରୀ କୋରୋନା । ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 3ରେ ପହଁଚିଛି । ଅଧିକ ପଢନ୍ତୁ..
death Corona case
ସେ ଗତକାଲି ଦୁବାଇରୁ ଫେରିଥିବାବେଳେ କସ୍ତୁରିବା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଉକ୍ତ ମହିଳାଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ଏହି ସଂଖ୍ୟା ତିନି ଛୁଇଁଛି । ସେହିପରି ଦେଶରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟି 10ରେ ପହିଁଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 500 ଟପିଛି ।
@ANI