ଚେନ୍ନାଇ: ବିମାନଯାତ୍ରୀଙ୍କ ଠାରୁ 2 କିଲୋ ସୁନା ଓ ନଗଦ 86 ଲକ୍ଷ ଟଙ୍କା ଜବତ ସହ ଜଣେ ଗିରଫ। ଚେନ୍ନାଇ ବିମାନବନ୍ଦରରେ ଗତ 2 ଦିନର ନିୟମିତ ଯାଞ୍ଚ ସମୟରେ ବିମାନ ଯାତ୍ରୀଙ୍କ ଠାରୁ ଏହି ସୁନା ଓ ଟଙ୍କା ଜବତ ହୋଇଥିଲା । କଲମ୍ବୋ ଓ ଦୁବାଇରୁ ଏତେ ପରିମାଣର ସୁନା ଓ ଟଙ୍କା ନେଇ ଯାତ୍ରୀମାନେ ଚେନ୍ନାଇ ଆସୁଥିଲେ ।
ଚେନ୍ନାଇ ବିମାନବନନ୍ଦରରୁ ସୁନା ସହ ନଗଦ ଟଙ୍କା ଜବତ, ଜଣେ ଗିରଫ - chennai airport news
2 କିଲୋ ସୁନା, ନଗଦ 86 ଲକ୍ଷ ଟଙ୍କା ସହ ଜଣକୁ ଗିରଫ କରିଛି ଚେନ୍ନାଇ ବିମାନବନ୍ଦର କମିଶନର କଷ୍ଟମ ବିଭାଗ । ବିମାନ ବନ୍ଦରରେ ଗତ 2 ଦିନର ନିୟମିତ ଯାଞ୍ଚ ସମୟରେ ବିମାନ ଯାତ୍ରୀଙ୍କ ଠାରୁ ଏହି ସୁନା ଓ ଟଙ୍କା ଜବତ ହୋଇଥିଲା । ଆଗକୁ ପଢନ୍ତୁ..
ବିମାନ ଯାତ୍ରୀଙ୍କ ଠାରୁ ସୁନା ଜବତ
ପର୍ଯ୍ୟାୟକ୍ରମେ ଯାତ୍ରୀମାନଙ୍କ ଠାରୁ 2 କିଲୋ ସୁନା ଓ 86 ଲକ୍ଷ ଟଙ୍କା ଜବତ ହୋଇଛି । ସେହିଭଳି ଗତ କିଛିଦିନ ହେବ ବିମାନ ବନ୍ଦର କଷ୍ଟମ ବିଭାଗ ଏଭଳି ଯାଞ୍ଚରେ ଯାତ୍ରୀଙ୍କ ଠାରୁ ସୁନା ଜବତ କରୁଥିବା ବିମାନବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି ।
@ANI