ଓଡିଶା

odisha

ETV Bharat / bharat

ଅକ୍ଟୋବର 27 ସୁଦ୍ଧା ସରିଛି 10,54,87,680 କୋଭିଟ ଟେଷ୍ଟ: ICMR - କୋରୋନା ସାମ୍ପଲ ଟେଷ୍ଟ

ସଂକ୍ରମଣ ସଂଖ୍ୟା ଉପରେ ରୋକ ଲଗାଇବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରହିଛି କୋଭିଡ ଟେଷ୍ଟ । ଅଧିକ ପଢନ୍ତୁ...

ଅକ୍ଟୋବର 27 ସୁଦ୍ଧା ସରିଛି 10,54,87,680 କୋଭିଟ ଟେଷ୍ଟ: ICMR
ଅକ୍ଟୋବର 27 ସୁଦ୍ଧା ସରିଛି 10,54,87,680 କୋଭିଟ ଟେଷ୍ଟ: ICMR

By

Published : Oct 28, 2020, 10:46 AM IST

ନୂଆଦିଲ୍ଲୀ: ଦେଶରେ 79 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା। ସେହିପରି ଏଥିରେ 1 ଲକ୍ଷ 20 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଯାହା ଏବେ ଦେଶବାସୀଙ୍କ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ବଢୁଥିବା ଏହି ସଂକ୍ରମଣ ସଂଖ୍ୟାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ଟେଷ୍ଟ ଜାରି ରହିଛି।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ ଅକ୍ଟୋବର 27 ତାରିଖରେ 10 ଲକ୍ଷ 66 ହଜାର ,786ଟି କୋରୋନା ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 କୋଟି 54 ଲକ୍ଷ 87 ହଜାର 680ଟି ଟେଷ୍ଟ ସରିଛି ।

ତେବେ ବର୍ତ୍ତମାନ ଦେଶରେ 79 ଲକ୍ଷ 90 ହଜାର 322 ପାର କରିଥିବାବେଳେ, ମୃତ୍ୟୁ ସଂଖ୍ୟା 1 ଲକ୍ଷ 20 ହଜାର 010 କୁ ଛୁଇଁଛି । ସବୁଠୁ ଅତ୍ୟଧିକ ରାଜ୍ୟ ଭିତରେ ମହାରାଷ୍ଟ୍ର ରହିଛି ।

ABOUT THE AUTHOR

...view details