1. କର୍ତ୍ତବ୍ୟରେ ଅବହେଳା କରି ସସପେଣ୍ଡ ହେଲେ କଳାହାଣ୍ଡି ଉପଜିଲ୍ଲାପାଳ
2. ଆର୍ଥିକ କଟକଣା ନେଇ କଂଗ୍ରେସର ଶ୍ଵେତପତ୍ର ଦାବି, ପଞ୍ଚାନନ ପଚାରିଲେ 10 ପ୍ରଶ୍ନ
3. କୋରୋନା ସଙ୍କଟ: 'ମୋ ପରିବାର' ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି ରକ୍ତ ସଂଗ୍ରହ
4.ରାଜ୍ୟରେ ଅଣାୟତ କୋରୋନା, ଆଜି ପୁଣି 1376 ପଜିଟିଭ ଚିହ୍ନଟ
ରାଜ୍ୟରେ ଅଣାୟତ କୋରୋନା । ଆଜି ପୁଣି ରାଜ୍ୟରୁ 1376 ପଜିଟିଭ ଚିହ୍ନଟ ହୋଇଛନ୍ତି ।
5. ଏମ୍ସରେ ଚାକିରି ଦେବା ନାଁରେ ଠକେଇ, ଧରାପଡିଲେ ୪୨୦ ନର୍ସ
ଏମ୍ସରେ ଚାକିରି ଦେବା ନାଁରେ ଠକେଇ । ଧରାପଡିଲେ ୪୨୦ ନର୍ସ,ମାଷ୍ଟର ମାଇଣ୍ତକୁ ଖୋଜୁଛି ପୋଲିସ ।