ଓଡିଶା

odisha

ETV Bharat / bharat

TOP NEWS@9 PM: ଦେଖନ୍ତୁ, ବର୍ତ୍ତମାନର ବଡ ଖବର - TOP NEWS@9 PM

ନଜର ପକାନ୍ତୁ TOP NEWS@9 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9 PM: ଦେଖନ୍ତୁ, ବର୍ତ୍ତମାନର ବଡ ଖବର
TOP NEWS@9 PM: ଦେଖନ୍ତୁ, ବର୍ତ୍ତମାନର ବଡ ଖବର

By

Published : Nov 2, 2020, 9:01 PM IST

1. ପଞ୍ଚଭୂତରେ ବିଲୀନ ହେଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର

ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର । ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

2.ରାଜଧାନୀରେ 29 ହଜାର ପାର କୋରୋନା ଆକ୍ରାନ୍ତ

ରାଜଧାନୀରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା 29 ହଜାର ପାର ହୋଇଛି ।

3. ଯୁକ୍ତ ତିନି ସ୍ପଟ ନାମଲେଖା ପାଇଁ ତାରିଖ ଘୋଷଣା

ଯୁକ୍ତ ତିନି ସ୍ପଟ ନାମଲେଖା ପାଇଁ ତାରିଖ ଘୋଷଣା । ଏନେଇ ଆସନ୍ତା ନଭେମ୍ବର 9 ତାରିଖରେ ବଳକା ସିଟ ସଂଖ୍ୟା ୱେବସାଇଟରେ ପ୍ରକାଶ ପାଇବ ।

4.ସାରୁଅ ଜମି ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ

ସୋମବାର ସାରୁଅ ଜମି ଦୁର୍ନୀତି ମାମଲାରେ ଆଉ ଜଣେ ଓରଟେଲ କର୍ମଚାରୀ ଗିରଫ ।

5. ମନ୍ଦିରରେ ନମାଜ ପଢିବା ଘଟଣା: ଜଣେ ଗିରଫ

ମଥୁ୍ରାର ଏକ ମନ୍ଦିରରେ ନମାଜ ପଢିବା ଅଭିଯୋଗରେ ଜଣେ ଗିରଫ । ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

6. ପୁଣି ବାଜିଲା ସ୍କୁଲବେଲ, ଆଜିଠୁ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ

କୋଭିଡ କଟକଣା ସହ ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିଛି। ଆଜି(ସୋମବାର) ନବମ ଏବଂ ଦଶମ ଶ୍ରେଣୀ ଛାତଛାତ୍ରୀଙ୍କ କ୍ଲାସ ଆରମ୍ଭ କରାଯାଇଛି।

7.ରାଜ୍ୟରେ ଆଉ 3ଟି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂର ଜରିଆରେ ବହୁମୁଖୀ ହିଞ୍ଜିଳିକାଟୁ ଇନଡୋର ଷ୍ଟାଡିୟମ, ଛତ୍ରପୁର ଇନଡୋର ଷ୍ଟାଡିୟମ ଓ କଳିଙ୍ଗ ଷ୍ଟାଡିୟମରେ ସୁଟିଂ ହାଇ ପରଫରମାନ୍ସ ସେଣ୍ଟରର ଉଦଘାଟନ କରିଛନ୍ତି ।

8. 17 ରୁଟରେ ଗଡ଼ିଲା ମୋ ବସ

କୋରୋନା ମହାମାରୀ ନେଇ ଦୀର୍ଘ ଦିନ ବ୍ୟବଧାନ ପରେ ଧୀରେଧୀରେ ‘ମୋ ବସ’ ସେବା ତ୍ବରାନିତ ହେବାର ଲାଗିଛି । ସୋମବାର ଠାରୁ ୧୭ ଟି ରୁଟରେ ମୋ ବସ ଚଳାଚଳ ଆରମ୍ଭ ହୋଇଛି ।

9. ରାଜ୍ୟରେ 3 ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ପ୍ରଥମେ ମିଳିବ କୋଭିଡ ଟୀକା

ରାଜ୍ୟରେ କୋଭିଡ ଭାକ୍ସିନ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ପ୍ରଥମ ପର୍ଯ୍ୟାୟରେ ମୋଟ 3.02 ଲକ୍ଷ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ପ୍ରଥମେ ମିଳିବ କୋଭିଡ ଭାକ୍ସିନ ।

10. ସୁଶାନ୍ତ ସିଂ ମୃତ୍ୟୁ ତଦନ୍ତରେ କାହିଁକି ଚୁପ୍‌ ସିବିଆଇ: ମହାରାଷ୍ଟ୍ର କଂଗ୍ରେସ

ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ସଂପର୍କରେ ସିବିଆଇ କୌଣସି ସୂଚନା କାହିଁକି ଦେଉନାହିଁ ବୋଲି ମହାରାଷ୍ଟ୍ର କଂଗ୍ରେସ ପ୍ରଶ୍ନ କରିଛି ।

ABOUT THE AUTHOR

...view details