1-ଆଜି ବିହାରକୁ ମିଳିବ ନୂଆ ସରକାର, ଅପରାହ୍ନରେ ଶପଥ ନେବେ ନୀତିଶ କୁମାର
ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଏନଡିଏ ବିଧାୟକ ଦଳ ନେତା ନୀତିଶ କୁମାର ।
2-ଆଜି ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ଜନ୍ମଦିନ
ଆଜି ଇଟିଭି ଗ୍ରୁପ ଚେୟାରମ୍ୟାନ ରାମୋଜୀ ରାଓଙ୍କ ଜନ୍ମଦିନ । 85 ବୟସରେ ପାଦ ଦେଲେ ଏହି ବଳିଷ୍ଠ ବ୍ୟକ୍ତିତ୍ବ ।
3-ଆଜିଠୁ ବିଧାନସଭା ଶୀତ ଅଧିବେଶନ ପାଇଁ କୋଭିଡ ଟେଷ୍ଟ
4-କାକଟପୁରରୁ 10.5 ଗ୍ରାମ ବ୍ରାଉନସୁଗାର ଜବତ, 2 ଗିରଫ
5-ବିଦ୍ୟୁତ ଆଘାତରେ ଗୁରୁତର ମାଙ୍କଡକୁ ଚିକିତ୍ସା କରାଇଲେ ପଶୁପ୍ରେମୀ