ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର... - ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Nov 8, 2020, 9:04 AM IST

1.ଆମେରିକାର 46ତମ ରାଷ୍ଟ୍ରପତି ହେଲେ ଜୋ ବିଡେନ

ଗୁରୁତ୍ବପୂର୍ଣ୍ଣ ପେନିନସଲଭିଆ ଇଲୋକ୍ଟ୍ରାଲ ଭୋଟ ଜିତିବା ପରେ 46 ତମ ରାଷ୍ଟ୍ରପତି ହ୍ବାଇଟ ହାଉସ ଦଖଲ କରିଛନ୍ତି ଜୋଏ ବିଡେନ...

2.ହାରିସ ପ୍ରଥମ କୃଷ୍ଣକାୟ ମହିଳା, ଦକ୍ଷିଣ ଏସୀୟ ଭାବେ ଉପରାଷ୍ଟ୍ରପତି ନିର୍ବାଚିତ

20 ଜାନୁଆରୀରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଜୋଏ ବିଡେନ ଓ କମଲା ହାରିସ...

3.ବିଶ୍ବ ମନାଉଛି ବିଡେନଙ୍କ ବିଜୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧୀ ଟ୍ବିଟ କରି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋଏ ବିଡେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି...

4.ଆମେରିକାର ନୂତନ ରାଷ୍ଟ୍ରପତି-ଉପରାଷ୍ଟ୍ରପତି ଯୋଡିଙ୍କୁ ପାକ୍‌ର ଶୁଭେଚ୍ଛା

ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ ଶାସନ କରିବେ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ-କମଲା ହାରିସ...

5.କମିବ ଦୂରତା, ଗୁଜୁରାଟରେ ରୋ ପ୍ୟାକ୍ସ ସେବାର ଉଦଘାଟନ କରିବେ ମୋଦି

ଆଜି ଗୁଜୁରାଟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ସୁରଟରୁ ସୌରାଷ୍ଟ୍ର ମଧ୍ୟରେ ହେବ ଜଳମାର୍ଗରେ ଯାତ୍ରା ଆରମ୍ଭ...

6.ଏଣିକି ଲୋକଙ୍କ ହାତରେ ସରପଞ୍ଚଙ୍କ ଭାଗ୍ୟ, କାମ ନକଲେ ସମୟ ପୂର୍ବରୁ ଛାଡ଼ିବେ ପଦ

ପଞ୍ଚାୟତି ରାଜ୍‌ ଆକ୍ଟରେ ସଂଶୋଧନ ପାଇଁ ବିଧେୟକ ପାସ୍‌ କରିଛନ୍ତି ହରିୟାଣା ସରକାର। ଏଣିକି ଲୋକଙ୍କ ହାତରେ ସରପଞ୍ଚଙ୍କ ଭାଗ୍ୟ...

7.ବିହାରରେ ମହାମେଣ୍ଟକୁ ଆଶା ଦେଖାଇଲା ଏକଜିଟ ପୋଲ

ଶେଷ ହୋଇଛି ବିହାର ବିଧାନସଭା ନିର୍ବାଚନ । କେଉଁ ଦଳ କେତେ ସିଟ ପାଇବ ସେ ନେଇ ଆରମ୍ଭ ହୋଇଯାଇଛି ବତର୍କ ...

8.ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ 8ରେ ବୈଠକ ଡାକିଲେ ବିଜେପି ସଭାପତି

ବିହାର ବିଧାନସଭା ନିର୍ବାଚନ ଏବଂ ଉପନିର୍ବାଚନର ଫଳାଫଳ ପୂର୍ବରୁ ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଅଧ୍ୟକ୍ଷରେ ବୈଠକ...

9..ପ୍ରବାସୀଙ୍କ ପାଇଁ ଅଧିକ ଶ୍ରମ ଦିବସ ସୃଷ୍ଟି: ଜିଲ୍ଲାପାଳ

ବ୍ରହ୍ମପୁରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଉନ୍ନୟନମୂଳକ ଯୋଜନା ଗୁଡିକର ଅଗ୍ରଗତି ନେଇ ସମୀକ୍ଷା ବୈଠକ କରାଯାଇଛି ...

10.ମେଗାୱାଟ ଲୋୟର ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ

ଆନନ୍ଦପୁରର ସିଂହନାଳୀରେ ୨୪ ମେଗାୱାଟ ବିଶିଷ୍ଟ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ...

ABOUT THE AUTHOR

...view details