ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - @9AM

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jul 25, 2020, 9:01 AM IST

1.ରାଜସ୍ଥାନ ହାଇଡ୍ରାମାରେ ରାହୁଲଙ୍କ ଏଣ୍ଟ୍ରି, ଟ୍ବିଟ ମାଧ୍ୟମରେ ଦେଲେ ଜବାବ

ରାଜନୈତିକ ମହାସଂଗ୍ରାମରେ ପ୍ରଥମଥର ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ ଜରିଆରେ ନିଜର ମନ୍ତବ୍ୟ ଦେଇଛନ୍ତି..

2.ବିହାରରେ ଅଶାନ୍ତ ବନ୍ୟାଜଳ: ପ୍ରଭାବିତଙ୍କ ସଂଖ୍ୟା 9.60 ଲକ୍ଷ,10 ମୃତ୍ୟୁ ରିପୋର୍ଟ

ବନ୍ୟା ପାଇଁ ଏବେ ସୁଦ୍ଧା ପାଖାପାଖି 10 ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଏହାସହ ରାଜ୍ୟରେ ସମୁଦାୟ 10 ମୃତ୍ୟୁ ରିପୋର୍ଟ ହୋଇଛି..

3.ସାମ୍ବିଧାନିକ ମର୍ଯ୍ୟାଦାରୁ କେହି ଊର୍ଦ୍ଧ୍ବରେ ନୁହେଁ: ରାଜସ୍ଥାନ ରାଜ୍ୟପାଳ

ରାଜସ୍ଥାନ ରାଜଭବନରେ କଂଗ୍ରେସ ବିଧାୟକଙ୍କ ଧାରଣା ଓ ନାରାବାଜି ପରେ ଏବେ ଏହା ଉପରେ ରାଜ୍ୟପାଳଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି..

4.ବେଙ୍ଗାଲୁରୁ ଟ୍ରେନିଂ ସ୍କୁଲର 90 ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ

ବେଙ୍ଗାଲୁରୁ ଟ୍ରେନିଂ ସ୍କୁଲର 90 ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ । ସମସ୍ତେ ମେଡିକାଲରେ ଭର୍ତ୍ତି..

5.2172 କୋଟିର 4 ପ୍ରକଳ୍ପକୁ ମଞ୍ଜୁରୀ, ମିଳିବ ୧୧୨୨ ନିଯୁକ୍ତି

ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ ୱିଣ୍ଡୋ କମିଟି ବୈଠକରେ ୪ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି..

6.ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁ ଦାୟିତ୍ବ

ପ୍ଲାଜମା ଥେରାପିରେ ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନଙ୍କୁ ଦେଇଛନ୍ତି ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି..

7.ଢେଲା ପଥର ମାରି କୋରୋନା ଯୋଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ

ପ୍ରଥମେ ବିଡିଓ ଓ ତହସିଲଦାରଙ୍କୁ ଗ୍ରାମବାସୀ ମାନେ ଏକ ଘରେ ବନ୍ଦ କରିଦେଇଥିବା ବେଳେ ପୋଲିସ ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କ ଉପରକୁ ଟେକା ମାଡ କରିଥିଲେ..

8.ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀରେ ଓଡି଼ଆ ସାଂସଦ ସସ୍ମିତ ପାତ୍ର

ଓଡି଼ଶା ପାଇଁ ଗର୍ବର ବିଷୟ । ଗତ 20 ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀରେ ସ୍ଥାନ ପାଇଛନ୍ତି..

9.ଭାରତରେ ହଜାର ହଜାର ରୋଜଗାର ସୁଯୋଗ ଆଣିବ ଆମାଜନ

କୋରୋନା ମହାମାରୀ ପାଇଁ ଦେଶରେ ବେରୋଜଗାର ସଂଖ୍ୟା ବଢି ଚାଲିଥିବା ବେଳେ ପାର୍ବଣ ଋତୁରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛି ଇ-କମର୍ସ ଜାଏଣ୍ଟ ଆମାଜନ..

10.ବିନାଶକାରୀ ବନ୍ୟାରେ କ୍ଷତିଗ୍ରସ୍ତ କାଜିରଙ୍ଗା; ପ୍ରିନ୍ସ ୱିଲିୟମଙ୍କ ଉଦବେଗ ପ୍ରକାଶ

ଆସାମ ବନ୍ୟାକୁ ନେଇ ପ୍ରିନ୍ସ ୱିଲିୟମ ଓ ପତ୍ନୀ କେଟେ ମିଡେଲଟନ ଉଦବେଗ ପ୍ରକାଶ କରିଛନ୍ତି..

ABOUT THE AUTHOR

...view details