ଓଡିଶା

odisha

ETV Bharat / bharat

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jul 18, 2020, 9:22 AM IST

1.ସୋପିଆନ ଏନକାଉଣ୍ଟରରେ 4 ଆତଙ୍କୀ ସଫା, ସର୍ଚ୍ଚ ଅପରେସନ ଜାରି

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଜାମ୍ମୁକାଶ୍ମୀର ସୋପିଆନର ଆମସିପୋରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ 4 ଆତଙ୍କୀ ସଫା..

2.ପୁଞ୍ଛରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, 3 ଭାରତୀୟ ନାଗରିକ ମୃତ

ପାକିସ୍ତାନର ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ 3 ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା..

3.375 ସ୍ବେଚ୍ଛାସେବୀଙ୍କ ଠାରେ କୋଭିଡ ଟିକା ପରୀକ୍ଷଣ କଲା ଭାରତ ବାୟୋଟେକ

ଭାରତ ପ୍ରଥମ ସ୍ବଦେଶୀ ଟିକା ‘କୋଭାକ୍ସିନ’ର ଦେଶବ୍ୟାପୀ 375 ସ୍ବେଚ୍ଛାସେବୀଙ୍କ ଠାରେ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି..

4.ଭୂକମ୍ପରେ ଥରିଲା ଆସାମ, ତୀବ୍ରତା 4.0 ରେକର୍ଡ

ଭୂକମ୍ପରେ ଥରିଲା ଆସାମ। ରିକ୍ଟର ସ୍କେଲରେ ତୀବ୍ରତା 4.0 ରେକର୍ଡ କରାଯାଇଛି..

5.ଡିଜିଟାଲ୍ ଗ୍ୟାପ୍‌ କମ୍‌ କରିବୁ, ଅନ୍ତିମ ବ୍ୟକ୍ତି ପାଖରେ ନେଟ୍‌ ସୁବିଧା ଉପଲବ୍ଧ ହେବ: ନିଶଙ୍କ

ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରୀୟାଲ ନିଶଙ୍କ ସହିତ ଇଟିଭି ଭାରତ ଆଲୋଚନା..

6.ଭାରତରେ ବ୍ୟାନ ପରେ ଚାଇନିଜ କମ୍ପାନୀରେ କର୍ମଚାରୀଙ୍କ ଛଟେଇ ଆରମ୍ଭ

ଭାରତରେ ଥିବା ଏହି ଚାଇନିଜ ଆପ୍‌ର କାର୍ଯ୍ୟାଳୟରୁ କର୍ମଚାରୀଙ୍କୁ ଛଟେଇ ଆରମ୍ଭ ହୋଇଛି..

7.ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାଆ-ଝିଅର ଆତ୍ମହତ୍ୟା ଉଦ୍ୟମ

ଲକ୍ଷ୍ନୌର ଲୋକଭବନ ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳା ଓ ତାଙ୍କ ଝିଅ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି..

8.ଇଂଲଣ୍ଡ ବନାମ ଇଣ୍ଡିଜ: ଦ୍ବିତୀୟ ଦିନ ଖେଳ ଶେଷ, 469ରେ ଇଂଲଣ୍ଡର ପାଳି ଘୋଷଣା

ଇଂଲଣ୍ଡ ବନାମ ଇଣ୍ଡିଜ ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନରେ 469/9 ରେ ପାଳି ଘୋଷଣା କରିଛି ଇଂଲଣ୍ଡ । ୱେଷ୍ଟ ଇଣ୍ଡିଜର ବ୍ୟାଟିଂ ଜାରି..

9.ଭାରତର ବଡ ରେକର୍ଡ , ଦାରିଦ୍ର୍ୟତା କବଳରୁ ବାହାରିଛନ୍ତି ସର୍ବାଧିକ 17.3 କୋଟି

10 ବର୍ଷରେ ସର୍ବାଧିକ 17.3 କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ବାହାର କରିଛି ଭାରତ । ଯାହାକି ଏହି ଅବଧିରେ ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ..

10.ବିଗିଡିଲା ସ୍ବାସ୍ଥ୍ୟ, ନାନାବତୀରେ ଭର୍ତ୍ତି ଐଶ୍ବର୍ଯ୍ୟା ଓ ଆରାଧ୍ୟା

ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବୋହୂ ଓ ନାତୁଣୀ..

ABOUT THE AUTHOR

...view details