ଓଡିଶା

odisha

ETV Bharat / bharat

TOP NEWS @9PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @9PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Nov 26, 2020, 8:59 PM IST

1-ନାଗାର୍ଜୁନ ବେଶ: ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡାନ୍ତ, ପୁରୀରେ 144 ଧାରା ଜାରି

ଆଉ କିଛି ଘଣ୍ଟା ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପାଇଁ ସମସ୍ତ ନୀତି ଆରମ୍ଭ ହେବ। ଦୀର୍ଘ 25ବର୍ଷ ପରେ ମହାପ୍ରଭୁ ଏହି ଦୁର୍ଲଭ ବେଶରେ ଶୋଭା ପାଇବେ।

2-ଅତି ଦୁର୍ଲଭ ନାଗାର୍ଜୁନ ବେଶ: ବୌଦ୍ଧରୁ ସ୍ବତନ୍ତ୍ର ରଥରେ ଫୁଲ-ତୁଳସୀ ପଠାଇଲେ ଶ୍ରଦ୍ଧାଳୁ

ଘଣ୍ଟ ଘଣ୍ଟା, ହରିବୋଲ ହୁଳହୁଳି ମଧ୍ୟରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପାଇଁ ତୁଳସୀ ଫୁଲ ରଥକୁ ଭବ୍ୟ ସ୍ବାଗତ କରିଛନ୍ତି ଶ୍ରଦ୍ଧାଳୁ ।

3-ଗୋଟିଏ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ ଉପରେ ମୋଦିଙ୍କ ଗୁରୁତ୍ବାରୋପ

ଜାତୀୟ ସମ୍ବିଧାନ ଦିବସର ଅବସରରେ ପ୍ରିଜାଇଡିଂ ଅଫିସର ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2-ବାତ୍ୟା ନିଭାର: ଦକ୍ଷିଣ ଓଡିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ଅର୍ଥାତ୍‌ ଶୁକ୍ରବାର ମଧ୍ୟରେ ଦକ୍ଷିଣ ଓଡିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

3-ଡଙ୍ଗା ଭସା ଉପରେ କଟକଣା ଲଗାଇଲା ବିଏମସି

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ସମସ୍ତ ଜଳାଶୟ ଓ ନଦୀଘାଟରେ ଏକତ୍ର ହୋଇ ଡଙ୍ଗା ଭସେଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

9-ଭୁବନେଶ୍ବରରେ 47 କୋରୋନା ପଜେଟିଭ ଚିହ୍ନଟ, 54 ସୁସ୍ଥ

ରାଜଧାନୀରେ 47 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ 54 ଜଣ ସୁସ୍ଥ ହୋଇଛନ୍ତି । ଜାଣନ୍ତୁ କେଉଁଠୁ କେତେ ପଜିଟିଭ୍ କେସ୍ ରହିଛି ।

7-ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, 15 ଲକ୍ଷ ଟଙ୍କା ସହ 6 ଗିରଫ

ଗ୍ୟାସ କଟର ସହାୟତାରେ ଏଟିଏମରେ କଳାକନା ବୁଲାଉଥିବା ଏହି ଲୁଟେରା ଗ୍ୟାଙ୍ଗର ପର୍ଦାଫାସ କରିବାରେ ସଫଳ ହୋଇଛି ଭୋପାଳ ପୋଲିସ ।

8-ମଣ୍ଡି ପାଇଁ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

ଜିଲ୍ଲାରେ କପା ମକା ମଣ୍ଡି ପାଇଁ 353 ଜାତୀୟ ରାଜପଥ ତରବୋଡ ଠାରେ ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ ।

9-ISL-7: କେରଳକୁ ମାତ୍‌ ଦେଇ ବିଜୟ ଯାତ୍ରା ଜାରି ଲକ୍ଷ୍ୟରେ ନର୍ଥଇଷ୍ଟ

ଆଜି ସଂଧ୍ୟା 7ଟା 30ରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫସି ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଦେଖିବାକୁ ମିଳିବ କଡାମୁକାବିଲା । ଉଭୟ ଦଳ ଆଜି ସିଜନର 2ୟ ମ୍ୟାଚ ଖେଳିବେ ।

10-ଓସିଏ ପୁରୁଷ ଦଳ ଚୟନ କମିଟିରେ 5 ନୂଆ ମୁଁହ

ଓସିଏ ଚୟନ କମିଟି ପାଇଁ 5 ଦକ୍ଷ ଖେଳାଳିଙ୍କ ନାଁ ସାମ୍ନାକୁ ଆସିଛି । ଯିଏକି ଆଗାମୀ ସିଜନରେ ଓଡିଶା ପୁରୁଷ ଦଳ ଚୟନ କରିବାରେ ସହାୟକ ହେବେ ।

ABOUT THE AUTHOR

...view details