ଓଡିଶା

odisha

ETV Bharat / bharat

TOP NEWS@9 PM: ଦେଖନ୍ତୁ, ବର୍ତ୍ତମାନର ବଡ ଖବର - NEWS@9 PM

ନଜର ପକାନ୍ତୁ TOP NEWS@9 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9 PM
TOP NEWS@9 PM: ଦେଖନ୍ତୁ, ବର୍ତ୍ତମାନର ବଡଖବର

By

Published : Oct 26, 2020, 9:07 PM IST

1. ଆଜି ରାଜଧାନୀରେ 91 ଆକ୍ରାନ୍ତ ଚିହ୍ନଟ, 228 ସୁସ୍ଥ

ସୋମବାର ରାଜଧାନୀରୁ 91 ସଂକ୍ରମିତ ଚିହ୍ନଟ । ଭୁବନେଶ୍ବରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 28 ହଜାର ପାର ।

2. RJDର 10 ଲକ୍ଷ ନିଯୁକ୍ତି ପ୍ରତିଶୃତି କେବଳ ଛଳନା: ଜେପି ନଡ୍ଡା

ଆରଜେଡିର 10 ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତିକୁ ମିଛ ବୋଲି କହିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ।

3. ଲଦାଖ LAHDC ନିର୍ବାଚନରେ ବାଜି ମାରିଲା ବିଜେପି, ଶୁଭେଚ୍ଛା ଜଣାଇଲେ ନଡ୍ଡା

LAHDC ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରଚଣ୍ଡ ବିଜୟ । ବିଜେପି 15ଟି ଆସନରେ ବିଜୟୀ ।

4. ସ୍ମାର୍ଟଫୋନ ନ ମିଳିବାରୁ ନବମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା

ବାପା ମା' ମୋବାଇଲ ଦେବାକୁ ସକ୍ଷମ ନ ହେବାରୁ ତେଲେଙ୍ଗାନାର ଜାଗିତାଲା ଜିଲ୍ଲାରେ ନବମ ଶ୍ରେଣୀର ଛାତ୍ର ଆତ୍ମହତ୍ୟା ।

5. ମେହବୁବାଙ୍କୁ ଭାରି ପଡିଲା ତ୍ରିରଙ୍ଗା ବିରୋଧୀ ବୟାନ, ଇସ୍ତଫା ଦେଲେ 3 PDP ନେତା

ମେହବୁବାଙ୍କ ବୟାନରେ ଆପତ୍ତି ଜାହିର କରିବା ସହ ପିଡିପିରୁ ଇସ୍ତଫା ଦେଇଛନ୍ତି 3 ଜଣ ନେତା ।

6. ପାରିବାରିକ କଳହରୁ ସାନ ଭାଇକୁ ହତ୍ୟା କଲା ବଡଭାଇ

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ପଞ୍ଚାୟତ ସଦେଇପଡା ଗ୍ରାମରେ ଭାଇ ନେଲା ଭାଇର ଜୀବନ।

7. ନଡା ଜଳାଇବା ସମସ୍ୟାର ସମାଧାନ ପାଇଁ ନୂଆ ଆଇନ ଆଣିବେ କେନ୍ଦ୍ରସରକାର

ନଡ଼ା ଜଳାଇବା ସମସ୍ୟାର ସାମାଧାନ ପାଇଁ ନୂଆ ଆଇନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

8. RILର ଦରମା ହ୍ରାସ ପ୍ରକ୍ରିୟା ଶେଷ, କର୍ମଚାରୀଙ୍କୁ ମିଳିବ ବୋନସ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ଆଉ କର୍ମଚାରୀଙ୍କ ହେବନି ଦରମା ହ୍ରାସ ।

9. ଅଷ୍ଟ୍ରେଲିଆ ଗସ୍ତ ପାଇଁ ଫିଟ ହେବେ ଇଶାନ୍ତ ଶର୍ମା !

ଆହତ କାରଣରୁ ଇଶାନ୍ତ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।

10.ଅଷ୍ଟ୍ର୍ରେଲିଆ ଗସ୍ତ ପ୍ରସ୍ତୁତି, ୟୁଏଇରେ ପହଞ୍ଚିଲେ ରବି ଶାସ୍ତ୍ରୀ-କୋଚିଂ ଷ୍ଟାଫ୍

ଟିମ ଇଣ୍ଡିଆ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସମେତ ସପୋର୍ଟ ଷ୍ଟାଫ୍ ୟୁଏଇରେ ପହଞ୍ଚିଛନ୍ତି ।

ABOUT THE AUTHOR

...view details