1.ବାତିଲ ହେଲା ସିବିଏସଇ ଓ ଆଇସିଏସସି ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା
2. ରାଜଧାନୀରେ ଆଉ 38 ପଜିଟିଭ, ମଞ୍ଚେଶ୍ବରରେ ସର୍ବାଧିକ
3. ଠକି ନେଲେ ସାଇବର ଠକ, ମହିଳାଙ୍କ ଖାତାରୁ ଲକ୍ଷେ ଟଙ୍କା ଗାଏବ
4. କୋଭିଡ ପରିଚାଳନା ନେଇ କେନ୍ଦ୍ର ଓ ରାଜ୍ୟ ବିରୋଧରେ ଗର୍ଜିବେ ବିରୋଧୀ
5. କୋରୋନା ପ୍ରଭାବରେ ପ୍ରଭାବିତ ଡାକ୍ତରୀ ଛାତ୍ରଛାତ୍ରୀ