ଓଡିଶା

odisha

ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

By

Published : Jun 18, 2020, 7:05 PM IST

1.ପୁଣି ରାଜ୍ୟର 97 ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ପୁଣି 97 ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ 3144 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି..

2. ଚଳିତ ବର୍ଷ ହେବନି ରଥଯାତ୍ରା

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଏବର୍ଷ ପୁରୀରେ ହେବନି ରଥଯାତ୍ରା...

3.24 ଘଣ୍ଟାରେ ଦେଶରେ ସର୍ବାଧିକ କୋଭିଡ ପରୀକ୍ଷା, 55.95 ପ୍ରତିଶତ ଆରୋଗ୍ୟ ହାର

24 ଘଣ୍ଟାରେ ଦେଶରେ ମୋଟ 1 ଲକ୍ଷ 65 ହଜାର 412 କୋଭିଡ-19 ପରୀକ୍ଷା ହୋଇଥିବା ସୂଚନା ଦେଇଛି ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ବା ଆଇସିଏମଆର..

4.ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ବୀକାର କରିବାକୁ ପଡିବ: ସମୀର ମହାନ୍ତି

ମନ ନ ମାନିଲେ ବି ରଥଯାତ୍ରା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ବୀକାର କରିବାକୁ ପଡିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି..

5.ଘୁଞ୍ଚିଲା ରାମ ମନ୍ଦିର ନିର୍ମାଣର ଭୂମିପୂଜା ତିଥି

ଭାରତ-ଚୀନ ସୀମାରେ ହୋଇଥିବା ସଂଘର୍ଷ କାରଣରୁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମିପୂଜା ତିଥିକୁ ଘୁଞ୍ଚାଇ ଦିଆଯାଇଛି..

6. ରଥଯାତ୍ରା ବନ୍ଦ ନିଷ୍ପତ୍ତି, ପୁରୀ ବନ୍ଦ ଡାକରା ଦେଲା ଶ୍ରୀଜଗନ୍ନାଥ ସେନା

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ବଡଦାଣ୍ଡକୁ ଓହ୍ଲାଇଛି ଶ୍ରୀଜଗନ୍ନାଥ ସେନା ..

7. ରଥଯାତ୍ରା ପାଇଁ ଦାଖଲ ହେବ ରିଭ୍ୟୁ ପିଟିସନ !

ସୁପ୍ରିମକୋର୍ଟଙ୍କ ରାୟକୁ ତର୍ଜମା କରିବା ପରେ କୌଣସି ବି ରାସ୍ତା ଥିଲେ ରିଭ୍ୟୁ ପିଟିସନ ଦାଖଲ କରାଯିବ ବୋଲି କହିଛନ୍ତି ଆବେଦନକାରୀ ଆଇନଜୀବୀ

8. ବଡଦାଣ୍ଡରେ ଗଡିବନି ରଥ: ମର୍ମାହତ ଶ୍ରଦ୍ଧାଳୁ, ସମ୍ମାନ ଜଣାଇଲେ ସେବାୟତ ।

ଚଳିତ ବର୍ଷ ବଡଦାଣ୍ଡରେ ଗଡିବନି ମହାପ୍ରଭୁଙ୍କ ରଥ । ସୁପ୍ରିମକୋର୍ଟଙ୍କ ରାୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଶ୍ରଦ୍ଧାଳୁ ..

9. ରଥଯାତ୍ରାକୁ ନେଇ ଜରୁରୀକାଳୀନ କ୍ୟାବିନେଟ ଡାକିଲେ ସରକାର

ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟ ସରକାର ଡାକିଲେ ଜରୁରୀ କ୍ୟାବିନେଟ ବୈଠକ..

10.50 ହଜାର କୋଟିର ରୋଜଗାର ଯୋଜନା, ପ୍ରତି ଜିଲ୍ଲାର 25 ହଜାର ପ୍ରବାସୀଙ୍କୁ ମିଳିବ କାମ

ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ମୁହାଁ କରିବା ପାଇଁ ଜୁନ 20ରୁ ଆରମ୍ଭ ଏକ ବଡ ଗ୍ରାମୀଣ ଲୋକ କାର୍ଯ୍ୟ ଯୋଜନା ‘ ଗରିବ କଲ୍ୟାଣ ରୋଜଗାର ଅଭିଯାନ’..

ABOUT THE AUTHOR

...view details