1.ଅମାନିଆ ରାଜଧାନୀବାସୀ, ସିଲ ହେଲା ମାର୍କେଟ ବିଲ୍ଡିଂ
ରଜ ପର୍ବ ପାଇଁ ଲୋକେ ମାନିଲେନି କୋରୋନା କଟକଣା, ସିଲ ହେଲା ମାର୍କେଟ ବିଲ୍ଡିଂ ।
2.ପୋଲିସକୁ ନବୀନଙ୍କ ପ୍ରଶଂସା, 15 ଦିନରେ ଥାନା ସଜାଡ଼ିବା ପାଇଁ ଖସଡ଼ା ପ୍ରସ୍ତୁତ
3.ରାଜ୍ୟରେ ଆଜି ସୁସ୍ଥ ହେଲେ 120 କୋରୋନା ଆକ୍ରାନ୍ତ
ରାଜ୍ୟରେ 120 ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ 2474 ସୁସ୍ଥ ସଂଖ୍ୟା ପହଁଚିଛି ।
4.ନ୍ୟାୟ ମାଗୁଛି ଗର୍ଭବତୀ ନାବାଳିକା: ଏତଲାର 6ମାସ ପରେ ବି ପ୍ରଶାସନ ଚୁପ
5.ଭାରତ-ପାକିସ୍ତାନ ସୀମାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ବିଏସଏଫ୍ ଡିଜି