ଓଡିଶା

odisha

ETV Bharat / bharat

TOP NEWS@7PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର - odisha news

ନଜର ପକାନ୍ତୁ @7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 4, 2020, 7:08 PM IST

1.ରାଜ୍ୟରେ ଆଜି ସୁସ୍ଥ ହେଲେ 65 କୋରୋନା ଆକ୍ରାନ୍ତ

ଆଜି ପୁଣି ରାଜ୍ୟରେ ସୁସ୍ଥ ହୋଇଛନ୍ତି 65 କୋରୋନା ଆକ୍ରାନ୍ତ । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ 1481 ସୁସ୍ଥ ହୋଇଛନ୍ତି...

2.ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ସମ୍ପନ୍ନ

ଗୁରୁବାର ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ସ୍ନାନମଣ୍ଡପକୁ ପହଣ୍ଡିରେ ବିଜେ ସମୟରେ ଏହି ସେନାପଟା ମହାପ୍ରଭୁଙ୍କ ଶରୀରକୁ ସୁରକ୍ଷା ଦେଇ ଥାଏ..

3.ପଙ୍ଗପାଳ ମୁକାବିଲା: ପେଷ୍ଟିସାଇଡ୍ ମହଜୁଦ୍‌ ରଖିବାକୁ ନିର୍ଦ୍ଦେଶ

ପଙ୍ଗପାଳର ମୁକାବିଲା କରିବାକୁ ଆଗୁଆ ପ୍ରସ୍ତୁତ ରହିଛି ରାଜ୍ୟ । ରାଜ୍ୟକୁ ତିନୋଟି ଜୋନରେ ବିଭକ୍ତ କରିବା ସହ ସପ୍ଲାୟରଙ୍କୁ ପେଷ୍ଟିସାଇଡ୍ ମହଜୁଦ୍‌ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ..

4.କୋରୋନା ଗାଇଡଲାଇନ ଭାଙ୍ଗିଲେ ଅପରାଜିତା, ଭୁଲ ମାନି ଦେଲେ ଜୋରିମାନା

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯିବା ସମୟରେ କୋରୋନା ଗାଇଡଲାଇନ ଉଲ୍ଲଙ୍ଘନ କରିଥିଲେ ଅପରାଜିତା..

5.ଗର୍ଭିଣୀ ହାତୀ ହତ୍ୟା ଘଟଣା, ଅପରାଧୀକୁ ଧରାଇଲେ ମିଳିବ ଲକ୍ଷେ ପୁରସ୍କାର

କେରଳର ମାଲାପୁରାମ ଜିଲ୍ଲାରେ ଗର୍ଭିଣୀ ହାତୀ ହତ୍ୟା ଘଟଣା । ଅପରାଧୀଙ୍କୁ ଧରିବା ପାଇଁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ୱାଇଲ୍ଡ ଲାଇଫ୍ SOS..

6.ସ୍ନାନ ପୂର୍ଣ୍ଣିମାର ଦିନକ ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ 144 ଧାରା ଲାଗୁ

ସ୍ନାନ ପୂର୍ଣ୍ଣିମାରେ ଜନ ସମାଗମ ଆଶଙ୍କା କରି କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ 144 ଧାରା ଲାଗୁ କରାଯାଇଛି..

7.କୋରୋନା କାଳରେ ମାଲାମାଲ ଝାଡଖଣ୍ଡ ସରକାର, ମିଳିଲା 250 କେଜିର ସୁନାଭଣ୍ଡାର

ଝାଡ଼ଖଣ୍ଡର ଜାମସେଦପୁର ପୂର୍ବ ସିଂହଭୂମ ଜିଲ୍ଲାର ଭିତରଜାରୀ ଅଞ୍ଚଳରେ 250 କିଲୋର ସୁନାର ଭଣ୍ଡାର ମିଳିଛି..

8.ବାଲିଅନ୍ତା ତହସିଲଦାର ଗିରଫ, ନେଉଥିଲେ ଲକ୍ଷେ ୨୦ ହଜାର ଲାଞ୍ଚ

ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ..

9.କଟକରେ ଡାକ୍ତର କୋରୋନା ପଜିଟିଭ ଘଟଣା, ରିର୍ପୋଟ ଦାବି କଲା ସ୍ବାଭିମାନ ମଞ୍ଚ

କୋଭିଡ ଡାକ୍ତର କେତେଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି, ଶୀଘ୍ର ଦିଆଯାଉ ରିପୋର୍ଟ । ଏ ନେଇ ଓଡିଆ ଯୁବ ସ୍ବାଭିମାନ ମଞ୍ଚ ଦାବି କରିଛି..

10.ଜାତୀୟ କ୍ରୀଡା ପୁରସ୍କାର: ଜୁନ 22କୁ ଘୁଞ୍ଚିଲା ଆବେଦନର ଅବଧି

ବୁଧବାର କ୍ରୀଡା ସମ୍ମାନ ଆବେଦନର ଶେଷ ତାରିଖ ରହିଥିଲା । ତେବେ କ୍ରୀଡାମନ୍ତ୍ରଣାଳୟ ପକ୍ଷରୁ ଆବେଦନର ଅବଧିକୁ ଜୁନ 22 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ..

ABOUT THE AUTHOR

...view details