1. ରାଜ୍ୟରେ ସୁସ୍ଥ ହେଲେ ଆଉ 91 ଆକ୍ରାନ୍ତ
ରାଜ୍ୟରେ ସୁସ୍ଥ ହେଲେ ଆଉ 91 କୋରୋନା ଆକ୍ରାନ୍ତ । ହଜାରେ ଟପିଲା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ।
2. ଅଣସରରେ ଅଲାରନାଥଙ୍କ ଦର୍ଶନ ବନ୍ଦ କଲା ପ୍ରଶାସନ
3. ସୁବର୍ଣ୍ଣପୁରରେ 2 ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କୋରୋନା
4.ଶେଷ ପର୍ଯ୍ୟାୟରେ ହାତୀ ବେଶ ପ୍ରସ୍ତୁତି
5.ବାତ୍ୟା ନିସର୍ଗ ମୁକାବିଲା: ମହାରାଷ୍ଟ୍ର ରାଇଗଡରେ 43 NDRF ଦଳ ନିୟୋଜିତ