1. ‘ପରୀ ମୃତ୍ୟୁ ଘଟଣା ମୋତେ ବ୍ୟଥିତ କରିଛି, ସତ୍ୟ ଉନ୍ମୋଚନ ହେଉ’
2. ଏଣିକି ଭୁବନେଶ୍ବର ବିମାନବନ୍ଦରରେ ହେବ ଆଣ୍ଟିଜେନ ଟେଷ୍ଟ
କୋରୋନା ସଂକ୍ରମଣକୁ ଏଡାଇବା ପାଇଁ ବିମାନବନ୍ଦରରେ ବିଏମସି ପକ୍ଷରୁ କୋଭିଡ ଚେକଅପ୍ କରାଯିବ ।
3. 3 ଲକ୍ଷରୁ ଊର୍ଦ୍ଧ୍ବ ନକଲି ନୋଟ୍ ଜବତ, ଯୁବକ ଗିରଫ
ନକଲି ନୋଟ କାରବାରରେ ବନ୍ଧା ହେଲେ ଯୁବକ । ଅଭିଯୁକ୍ତ ନିକଟରୁ 3 ଲକ୍ଷ 27 ହଜାର 600 ଟଙ୍କା ମୂଲ୍ୟର ନକଲି ନୋଟ ଜବତ ।
4. ବଦଳିଲା ନିଷ୍ପତ୍ତି, ଡିସେମ୍ବର 31 ଯାଏଁ ଅନ୍ତର୍ଜାତିକ ବିମାନ ଚଳାଚଳ ଉପରେ କଟକଣା
ଡିସେମ୍ବର 31 ତାରିଖ ଯାଏଁ ଦେଶରେ ସମସ୍ତ ପ୍ରକାର ଅନ୍ତର୍ଜାତିକ ବିମାନ ଚଳାଚଳ ଉପରେ କଟକଣା ବଳବତ୍ତର ରହିବ ।
5. କ୍ୟାପିଟାଲ ହସ୍ପିଟାଲରେ MRI ସୁବିଧା, ମିଳିବ ମାଗଣା ଚିକିତ୍ସା
କ୍ୟାପିଟାଲ ହସ୍ପିଟାଲରେ ଏମଆରଆଇ ଶୁଭାରମ୍ଭ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।