1.ରାକ୍ଷୀ ପାଇଁ ଭାଇ ଛାଡିଲା ହିଂସାର ମାର୍ଗ, ଆତ୍ମସମର୍ପଣ କଲା କ୍ୟାଡର ମାଓବାଦୀ
ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ଦେଖିବାକୁ ମିଳିଛି ଭାଇ ଭଉଣୀ ସମ୍ପର୍କର ଏକ ଝଲକ ।
2.ମନ୍ଦିର ଖୋଲିବା ଓ ଠାକୁର ଦର୍ଶନ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା
3.ସାତକୋଶିଆ ଗଣ୍ଡରେ ଜନ୍ମନେଲେ ୫00 କୁମ୍ଭୀର ଶାବକ
4.ବାଲେଶ୍ବର ବଜାରରେ ପ୍ଲାଷ୍ଟିକ ଅଣ୍ଡା !
କୋରୋନା ମହାମାରୀ ସମୟରେ ପ୍ଲାଷ୍ଟିକ ଅଣ୍ଡା ବେପାର ଚାଲିଥିବା ନେଇ ବାଲେଶ୍ବର ସହର ବାସୀ ଅଭିଯୋଗ କରିଛନ୍ତି।
5.୪ ରୁ ଲଘୁଚାପ, ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ