ଓଡିଶା

odisha

ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - NEWS@3PM

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

By

Published : Jun 18, 2020, 5:13 PM IST

1. ଚଳିତ ବର୍ଷ ହେବନି ରଥଯାତ୍ରା

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଏବର୍ଷ ପୁରୀରେ ହେବନି ରଥଯାତ୍ରା...

2. ରଥଯାତ୍ରା ବନ୍ଦ ନିଷ୍ପତ୍ତି, ପୁରୀ ବନ୍ଦ ଡାକରା ଦେଲା ଶ୍ରୀଜଗନ୍ନାଥ ସେନା

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ବଡଦାଣ୍ଡକୁ ଓହ୍ଲାଇଛି ଶ୍ରୀଜଗନ୍ନାଥ ସେନା ।

3. ରଥଯାତ୍ରା ପାଇଁ ଦାଖଲ ହେବ ରିଭ୍ୟୁ ପିଟିସନ !

ସୁପ୍ରିମକୋର୍ଟଙ୍କ ରାୟକୁ ତର୍ଜମା କରିବା ପରେ କୌଣସି ବି ରାସ୍ତା ଥିଲେ ରିଭ୍ୟୁ ପିଟିସନ ଦାଖଲ କରାଯିବ ବୋଲି କହିଛନ୍ତି ଆବେଦନକାରୀ ଆଇନଜୀବୀ ।

4. ବଡଦାଣ୍ଡରେ ଗଡିବନି ରଥ: ମର୍ମାହତ ଶ୍ରଦ୍ଧାଳୁ, ସମ୍ମାନ ଜଣାଇଲେ ସେବାୟତ ।

ଚଳିତ ବର୍ଷ ବଡଦାଣ୍ଡରେ ଗଡିବନି ମହାପ୍ରଭୁଙ୍କ ରଥ । ସୁପ୍ରିମକୋର୍ଟଙ୍କ ରାୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଶ୍ରଦ୍ଧାଳୁ ।

5. ରଥଯାତ୍ରାକୁ ନେଇ ଜରୁରୀକାଳୀନ କ୍ୟାବିନେଟ ଡାକିଲେ ସରକାର

ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟ ସରକାର ଡାକିଲେ ଜରୁରୀ କ୍ୟାବିନେଟ ବୈଠକ

6. ରଥଯାତ୍ରା ସ୍ଥଗିତ ଘଟଣା: ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ

ରଥଯାତ୍ରା ନେଇ ସୁପ୍ରିକୋର୍ଟଙ୍କ ସ୍ଥଗିତାଦେଶ ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ

7. ରାଜ୍ୟରେ ନୂଆ 174 ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ଅଞ୍ଚଳରୁ 28

କାୟା ବିସ୍ତାର କରୁଛି କୋରୋନା । ରାଜ୍ୟରେ ପୁଣି 174 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସଂଖ୍ୟା 4512କୁ ବୃଦ୍ଧି ପାଇଛି ।

8.ବିନା ଅସ୍ତ୍ରରେ ଯବାନଙ୍କୁ ଚୀନ ସହ ଲଢିବାକୁ ଛାଡିବା ପାଇଁ ଦାୟୀ କିଏ: ରାହୁଲ

କିଏ ଯବାନ ମାନଙ୍କୁ ବିନା ଅସ୍ତ୍ରରେ ସେମାନଙ୍କ ସହ ଲଢିବା ପାଇଁ ଛାଡିଥିଲା ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି

9. ଶହୀଦଙ୍କ ସ୍ମୃତିରେ 2 ଦିନ ପାଇଁ ଭର୍ଚୁଆଲ ରାଲି ରଦ୍ଦ କଲା ବିଜେପି

ଶହୀଦ ଯବାନଙ୍କ ସ୍ମୃତିରେ ବିଜେପି ପକ୍ଷରୁ ଆଗାମୀ 2 ଦିନ ପର୍ଯ୍ୟନ୍ତ ସମସ୍ତ ଭର୍ଚୁଆଲ ରାଲି ଏବଂ ରାଜନୈତିକ କାର୍ଯ୍ୟକ୍ରମ ସ୍ଥଗିତ କରିବାର ନିଷ୍ପତ୍ତି ନିଆଯାଇଛି ।

10. ପୁଣିଥରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେଲା ଭାରତ, ଖୁସି ପ୍ରକାଶ କଲେ ମୋଦି

୮ମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରୂପରେ ଗୁରୁବାର ନିର୍ବାଚିତ ହୋଇଛି ଭାରତ । ଏହି ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ABOUT THE AUTHOR

...view details