1. ରାଜ୍ୟରେ ସୁସ୍ଥ ହେଲେ ଆଉ 149, ମୋଟ ସଂଖ୍ୟା 2282
ରାଜ୍ୟରେ ସୁସ୍ଥ ହେଲେ ଆଉ 149 ଜଣ କୋରୋନା ଆକ୍ରାନ୍ତ । ଏଥିସହ ମୋଟ 2282 ଜଣ ସୁସ୍ଥ ହୋଇଛନ୍ତି ।
2. ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ କର୍ମଶାଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
3. ରାଜ୍ୟରେ ବି ବଢିବ ଗାଡି କାଗଜପତ୍ର ପଞ୍ଜିକରଣ ବୈଧତା
4. ରଥଯାତ୍ରାକୁ ନେଇ ସନ୍ଦେହ ଦୂର କରନ୍ତୁ ରାଜ୍ୟ ସରକାର: ବିଜେପି
ରଥଯାତ୍ରା ହେବାକୁ ନେଇ ଥିବା ଆଶା ଆଶଙ୍କାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛି ବିଜେପି ।
5. ଲାଞ୍ଚ ନେଇ ଫସିଲେ ପାଟଣାଗଡ଼ ଡିଏଫଓ ଓ ଅତିରିକ୍ତ ରେଞ୍ଜର