ଓଡିଶା

odisha

ETV Bharat / bharat

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5 PM
TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Dec 23, 2020, 5:04 PM IST

1-ଶ୍ରୀମନ୍ଦିରରେ ପ୍ରବେଶ କଲେ ତିନି ଅଣ ସେବାୟତ

ଶ୍ରୀମନ୍ଦିର ଦର୍ଶନ କଟକଣାକୁ ଉଲଙ୍ଘନ କରି ଶ୍ରୀମନ୍ଦିରରେ ପ୍ରବେଶ କଲେ ତିନି ଅଣ ସେବାୟତ ।

2-ଖୋଲିଲା ଶ୍ରୀମନ୍ଦିର, ଜାରି ହେଲା ସଂଶୋଧନ ଏସଓପି

କଟକଣା ଭିତରେ କେବଳ ସେବାୟତଙ୍କ ସମେତ ସହ ତାଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ମିଳିଛି । ମାତ୍ର ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଘୋଷଣା ନିୟମରେ କିଛି ପରିବର୍ତ୍ତନ କରି ପ୍ରଶାସନ ପକ୍ଷରୁ ସଂଶୋଧନ ଏସଓପି ଜାରି ହୋଇଛି ।

3-ଭଗବାନଙ୍କୁ ପ୍ରାର୍ଥନା କରୁଛି ପରୀ ନ୍ୟାୟ ପାଉ: ଅରୁଣ ସାହୁ

ବହୁଚର୍ଚିତ ପରୀ ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଆଜି(ବୁଧବାର) ଗଣମାଧ୍ୟମ ସମ୍ମୁଖରେ ମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି ।

4-ଅନୁଗୋଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ରଦ୍ଦ କଲେ ହାଇକୋର୍ଟ

ଅନୁଗୋଳ ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡାଦେଶକୁ ହାଇକୋର୍ଟରେ ରଦ୍ଦ ହୋଇଛି ।

5-ବରୀ ପଞ୍ଚାୟତ ସମିତି ବୈଠକରେ ବିଜେପି ଓ ବିଜେଡି ସମର୍ଥକ ହାତାହାତି, ପୋଲିସ ମୁତୟନ

ବରୀ ପଞ୍ଚାୟତ ସମିତି ବୈଠକକୁ ନେଇ ତୁମୁଳକାଣ୍ଡ । ବିଜେପି ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ।

6-ବଦଳିଲା ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ନାଁ: ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ

ବାରିପଦାସ୍ଥିତ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ନାମପରିବର୍ତ୍ତନ । ନୂଆ ନାମରେ ନାମିତ ହେଲା ବିଶ୍ବବିଦ୍ୟାଳୟ ।

7-କୋରୋନା ନୂଆ ଷ୍ଟ୍ରେନର ଭୟ, ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଲାଗିଲା ରାତ୍ରିକାଳୀନ କର୍ଫ୍ୟୁୁ

ମହାରାଷ୍ଟ୍ର ପରେ ଏବେ କର୍ଣ୍ଣାଟକରେ ମଧ୍ୟ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଦିଆଯାଇଛି ।

8-ବିଜେପିର ଟାର୍ଗେଟ, DDC ନିର୍ବାଚନ ଫଳାଫଳ ଗୁପକାର ମୁହଁରେ ଚାପୁଡା

ଡିଡିସି ନିର୍ବାଚନର ଫଳାଫଳ ଗୁପକାର ମେଣ୍ଟର ମୁହଁରେ ଶକ୍ତ ଚାପୁଡା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଏହା ସହ ଏହି ନିର୍ବାଚନ ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

9-ହିନ୍ଦୁ ଧର୍ମ, ଗୋମାତା ଓ ମନ୍ଦିର ସୁରକ୍ଷା ନେଇ ଶିକ୍ଷୟିତ୍ରୀଙ୍କ ସାଇକେଲ ଯାତ୍ରା

ହିନ୍ଦୁ ଧର୍ମ, ଗୋମାତା ଓ ମନ୍ଦିର ସୁରକ୍ଷା ନେଇ ମହିଳାଙ୍କ ସାଇକେଲ ଯାତ୍ରା । ମୋଦିଙ୍କୁ ଭେଟିବା ପାଇଁ ଆରମ୍ଭ କଲେ ସାଇକେଲ ଯାତ୍ରା । ଗୋ ସୁରକ୍ଷା ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ରଖିବେ ଦାବି ।

10-ପିତାଙ୍କ ଫଟୋ ସେୟାର କରି ସ୍ପେଶାଲ ନୋଟ୍ ଲେଖିଲେ ଅନୀଲ

ଅନୀଲ ତାଙ୍କ ପିତାଙ୍କ ଜନ୍ମଦିନରେ ଏକ ସ୍ପେଶାଲ ନୋଟ୍ ଲେଖିଛନ୍ତି ।

ABOUT THE AUTHOR

...view details