ଓଡିଶା

odisha

By

Published : Jun 2, 2020, 3:59 PM IST

ETV Bharat / bharat

TOP NEWS@4PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @4PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@4PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@4PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

1.ସମ୍ଭାବ୍ୟ ପଙ୍ଗପାଳ ଆଗମନକୁ ଦେଖି ସମ୍ବଲପୁର ପ୍ରଶାସନ ପ୍ରସ୍ତୁତ

ପଙ୍ଗପାଳ ଦଳର ସମ୍ବଲପୁର ଜିଲ୍ଲା ଆଗମନର ଆଶଙ୍କାରେ ସମ୍ବଲପୁର ଜିଲ୍ଲା କୃଷି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛି..

2.ଆଜି ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ନୀତି, ଶିଶୁପାଳଙ୍କୁ ବାନ୍ଧିବେ ଶ୍ରୀଠାକୁର

ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ପରେ ମହାପ୍ରଭୁଙ୍କ ବିବାହ ନୀତି ଅନୁଷ୍ଠିତ ହୋଇଥାଏ ..

3.ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ସୀମାବର୍ତ୍ତୀ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା । ସୀମାବର୍ତ୍ତୀ 8 ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ । ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ ସୀମାନ୍ତରେ ଥିବା ଓଡିଶାର ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି..

4. ରାଜ୍ୟରେ 141 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 2245କୁ ବୃଦ୍ଧି

ରାଜ୍ୟରେ ଆଉ 141 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସଂଖ୍ୟା 2245କୁ ବୃଦ୍ଧି ପାଇଛି...

5.ଗରମରୁ ମିଳିଲା ଆଶ୍ବସ୍ତି, ଅସରାଏ ବର୍ଷାରେ ଭିଜିଲା ସୁବର୍ଣ୍ଣପୁର

ଦିନରେ ତାପମାତ୍ରା 43 ଡିଗ୍ରୀ ଉପରେ ରହୁଥିବା ବେଳେ ଆଜି ସକାଳୁ ପାଣିପାଗରେ ପରିବର୍ତ୍ତନ ହୋଇଥିଲା । ଆଜି ମଧ୍ୟାହ୍ନରେ ଭଲ ବର୍ଷା ହୋଇଛି..

6. ଡିକି ଭିତରେ କୋଟିଏ ଟଙ୍କାର ବ୍ରାଉନସୁଗାର, ଦୁଇ ଗିରଫ

ଗାଡି ଡିକିରେ କୋଟିଏ ଟଙ୍କାର ବ୍ରାଉନସୁଗାର। ବାଇକରେ ବୁଲି ଡିଲ ବେଳେ ଧରାପଡିଲେ 2 ଅଭିଯୁକ୍ତ। ରାଜଧାନୀର ତମାଣ୍ଡୋ କଳିଙ୍ଗ ନଗରରୁ ଜବତ କଲା ଏସଟିଏଫ ଟିମ...

7.ଇଣ୍ଡିଆ ନା ଭାରତ, ଆସନ୍ତାକାଲି ହେବ ଶୁଣାଣି

ଦେଶର ଇଂରାଜୀ ନାମ ‘ଇଣ୍ଡିଆ’ ବଦଳରେ ଭାରତ କରିବାକୁ ଦାବି କରି ସୁପ୍ରିମ୍‌ କୋର୍ଟରେ ହୋଇଥିବା ଆବେଦନର ହୋଇଥିବା ଆବେଦନର ଶୁଣାଣି ଆସନ୍ତାକାଲି ହେବ...

8. ଡଙ୍ଗରିଆ ସଂସ୍କୃତିକୁ ଅସମ୍ମାନ, ଥାନାରେ ଏତଲା

ଡଙ୍ଗରିଆ କଳା, ସଂସ୍କୃତିକୁ ଅସମ୍ମାନ । ସେମାନଙ୍କ ପୂଜା ପରମ୍ପରାରେ ବ୍ୟବହୃତ ଝୋଟିକୁ ଜୋତାରେ ବ୍ୟବହାର କହି ଇ କମର୍ସ କମ୍ପାନୀ କରୁଛି ବେପାର...

9. ଭୋକର ଜ୍ବାଳାରେ ଯୋଗେଶ୍ବର, ଭଙ୍ଗା କ୍ୟାବିନରେ କଟୁଛି ଜୀବନ

ଜଣେ ଅସହାୟ ବୃଦ୍ଧଙ୍କ କରୁଣ କାହାଣୀ । ଜାତୀୟ ରାଜପଥ କଡରେ ଦୀର୍ଘ ଚାଳିଶ ବର୍ଷ ହେଲା କଟୁଛି ଜୀବନ...

10. ଘୂର୍ଣ୍ଣିବଳୟ ‘ନିସର୍ଗ’: ଆରବସାଗରରେ ତୀବ୍ର ହେଲା ଝଡର ସ୍ଥିତି

ମଙ୍ଗଳବାର ଦିନ ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଟ୍ରପିକାଲ୍ ବାତ୍ୟା ନିସର୍ଗ ମହାରାଷ୍ଟ୍ର ଉପକୂଳ ଅଭିମୁଖେ ଆସୁଛି । ଜୁନ 3 ରେ ମୁମ୍ବାଇ ନିକଟରେ ଏହା ଲ୍ୟାଣ୍ଡଫଲ କରିବ...

ABOUT THE AUTHOR

...view details