1. ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଅପମାନ ଦୁର୍ଭାଗ୍ୟଜନକ: ରାଷ୍ଟ୍ରପତି
ବଜେଟ ଅଭିଭାଷଣ ସମୟରେ ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସରେ ହୋଇଥିବା ହିଂସା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
2. କୋରୋନା ସଙ୍କଟରୁ ମୁକୁଳୁଛି ଭାରତ: ସୁଧୁରୁଛି ଅର୍ଥନୀତି, ବୈଶ୍ବିକ ନିବେଶ ଆସୁଛି
3. ଅର୍ଥନୀତି ସୁଧାରରେ ଭାରତର ଉପଲବ୍ଧି ବଖାଣିଲେ ରାଷ୍ଟ୍ରପତି
4. ରାଜ୍ୟରେ ଜାନୁଆରୀ 31 ରୁ 3 ଦିନ ଯାଏଁ ବନ୍ଦ ରହିବ ଟୀକାକରଣ
5. କଟକ SCB ପ୍ଲାଜମା ବ୍ୟାଙ୍କ ଟିମ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
କଟକ SCB ପ୍ଲାଜମା ବ୍ୟାଙ୍କ ଟିମ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।