ଓଡିଶା

odisha

By

Published : Dec 7, 2020, 1:03 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

http://10.10.50.80//odisha/07-December-2020/768-512-9555647-thumbnail-3x2-gg_0712newsroom_1607324738_555.jpg
http://10.10.50.80//odisha/07-December-2020/768-512-9555647-thumbnail-3x2-gg_0712newsroom_1607324738_555.jpg

1-ରାଜ୍ୟରେ ତଳମୁହାଁ କୋରୋନା ଗ୍ରାଫ, ଦିନକରେ ଚିହ୍ନଟ ହେଲେ 368 ନୂଆ ଆକ୍ରାନ୍ତ

ସୋମବାର ରାଜ୍ୟରୁ 368 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରରୁ 212 ଓ ସ୍ଥାନୀୟ ଅଞ୍ଚଳରୁ 156 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

2-ଗତ 24 ଘଣ୍ଟାରେ ଆଉ 7 ଜୀବନ ନେଲା କୋରୋନା

ପୁଣି କୋରୋନାରେ 7 ଜଣ ଆଖି ବୁଜିଛନ୍ତି । ସ୍ବାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

3-ପରୀ ପାଇଁ ରାଜଭବନ ସାମ୍ନାରେ ବିଜେପିର ଗଣଧାରଣା

ପରୀ ହତ୍ୟା ଘଟଣାକୁ ନେଇ ଆଜି ରାଜ୍ୟ ବିଜେପି ପକ୍ଷରୁ ରାଜଭବନ ସାମ୍ନାରେ ଗଣ ଧାରଣା ଦିଆଯାଇଛି ।

4-ଡିସେମ୍ବର 6 ସୁଦ୍ଧା ଦେଶରେ ସରିଛି 14,77,87,656 କୋଭିଡ ଟେଷ୍ଟ: ICMR

ଦେଶରେ କମିଛି କୋରୋନା ସଂକ୍ରମିତ ହାର । ଧିରେ ଧିରେ ସୁଧୁରୁଛି ସ୍ଥିତି ।

5-ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି; ଲୋକାୟୁକ୍ତରେ ଦୁଇ ଆଇଏଏସ ଅଫିସର ହାଜର

ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ଅଭିଯୋଗ ନେଇ ଲୋକାୟୁକ୍ତରେ ହଜାର ହୋଇଛନ୍ତି ଦୁଇ ଆଇଏଏସ ଅଫିସର ।

6-କୃଷକ ଆନ୍ଦୋଳନକୁ ନେଇ କେଜ୍ରିୱାଲଙ୍କ ବୟାନ, 9ଟି ଷ୍ଟାଡିୟମକୁ ଜେଲ କରିବାକୁ ପଡିଥିଲା ଚାପ

ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ସେମାନଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

7-12 ଦିନରେ କୃଷକ ଆନ୍ଦୋଳନ: ଆସନ୍ତାକାଲି ଭାରତ ବନ୍ଦ ଡାକରା

ଆସନ୍ତାକାଲି କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଛି ଭାରତ ବନ୍ଦ ଡାକରା ।

8-ପ୍ରତିଶୋଧ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଚୁମା ଦେଲେ କୋରୋନା ସଂକ୍ରମିତ
କୋରୋନା ସଂକ୍ରମିତ ହୋଇ ବି ନିଜ ଅଫିସର ଉପରିସ୍ଥ ଅଧିକାରୀଙ୍କୁ ଦେଲେ ଚୁମା ।

9-କୃଷକଙ୍କୁ ସୈନିକଙ୍କ ସହ ତୁଳନା କଲେ ଦେଶୀ ଗାର୍ଲ

ଭାଇରାଲ ହେଲା ପ୍ରିୟଙ୍କାଙ୍କ ନୂଆ ଟ୍ବିଟ । ଏଥର ସେ କୃଷକ ଆନ୍ଦୋଳନ ଉପରେ ଟ୍ବିଟ କରି ସମସ୍ତଙ୍କୁ ସମର୍ଥନ କରିଛନ୍ତି ।

10-ଦିଲୀପ କୁମାରଙ୍କ ସୁସ୍ଥ କାମନା କରିବାକୁ ପତ୍ନୀଙ୍କ ଅନୁରୋଧ

ସାୟରା ବାନୋ ଏବେ ଦିଲୀପଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି । ସମସ୍ତଙ୍କୁ ତାଙ୍କ ସୁସ୍ଥ କାମନା ପାଇଁ ପ୍ରାର୍ଥନା କରିବାକୁ କଲେ ଅନୁରୋଧ ।

ABOUT THE AUTHOR

...view details