1-ରାଜ୍ୟରେ 3 ଲକ୍ଷ ଛୁଇଁଲା ସଂକ୍ରମଣ ସଂଖ୍ୟା
ରାଜ୍ୟରେ ଦିନକରେ 1372 ଆକ୍ରାନ୍ତ ଚିହ୍ନଟ । 3 ଲକ୍ଷ ଛୁଇଁଲା ସଂକ୍ରମଣ ସଂଖ୍ୟା ।
2-ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ, ଆଜି ପୁଣି 17 ମୃତ
ଆଜି ପୁଣି 17 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଆଜକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା 1410ରେ ପହଞ୍ଚିଛି ।
3-ଓଏଏସ ଅଫିସରଙ୍କ ଘରେ ନାବାଳିକା ଦୁଷ୍କର୍ମ ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଅଭିଯୁକ୍ତ
4- ନଭେମ୍ବର 6 ସୁଦ୍ଧା ଦେଶରେ ସରିଛି 11,65,42,304 କୋଭିଡ ଟେଷ୍ଟ: ICMR
5-ପ୍ରଦୂଷଣରେ ଜର୍ଜରିତ ଦିଲ୍ଲୀବାସୀ, ନିଃଶ୍ବାସ ନେବାରେ ଭୋଗୁଛନ୍ତି ସମସ୍ୟା