1. ରାଜ୍ୟରେ 229 ନୂଆ ଆକ୍ରାନ୍ତ ଚିହ୍ନଟ, 2 ମୃତ
2. ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା 6 ଲକ୍ଷ ପାର; 17,834 ମୃତ
ଭାରତରେ କାୟା ବିସ୍ତାର କରୁଛି କୋରୋନା । ଜୁଲାଇ 1 ସୁଦ୍ଧା ଦେଶରେ 6 ଲକ୍ଷ ପାର କରିଛି ଏହି ସଂଖ୍ୟା । ଅଧିକ ପଢନ୍ତୁ...
3. ବିଶ୍ବରେ ରହିଛି 10,3,57,662 କୋରୋନା ମାମଲା: WHO
4. ସମସ୍ତ ଦୋକାନରେ ସଂପର୍କ ଖାତା ରଖିବା ବାଧ୍ୟତାମୂଳକ: ଗଞ୍ଜାମ ଜିଲ୍ଲାପାଳ
5. ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରିମଣ୍ଡଳ ବିସ୍ତାର, ଶପଥ ନେଲେ 28 ନୂଆ ମନ୍ତ୍ରୀ
ମଧ୍ୟପ୍ରଦେଶରେ ସମ୍ପ୍ରସାରଣ ହେଲା ମନ୍ତ୍ରିମଣ୍ଡଳ । 28 ନୂଆ ମନ୍ତ୍ରୀ ନେଲେ ଶପଥ ।