1.ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲାଙ୍କିଙ୍କ ଦେହାନ୍ତ
ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ମାଧବ ସିଂ ସୋଲାଙ୍କିଙ୍କ ଦେହାନ୍ତ ।
2.ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲେ 10 ଶିଶୁ, 5 ଲକ୍ଷ ଅନୁକମ୍ପା ରାଶି ଘୋଷଣା
3.ଟ୍ବିଟର-ଟ୍ରମ୍ପ ୱାର୍: ବ୍ୟାନ ହେଲା ଟ୍ରମ୍ପଙ୍କ 3ଟି ଆକାଉଣ୍ଟ
4.ପାଳନ ହୋଇନି ଏସଓପି, ପାଞ୍ଚ ସ୍କୁଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ
କେନ୍ଦୁଝର ଜିଲ୍ଲାର 5ଟି ବିଦ୍ୟାଳୟରେ ପାଳନ ହୋଇନି ଏସଓପି । କଟିଲା ଜାନୁଆରୀ ମାସର ଦରମା ।
5.50 କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
କୋରାପୁଟ ଲମତାପୁଟ ବ୍ଲକର ମହାଡା ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ । 50 କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ ।