ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Sep 15, 2020, 11:05 AM IST

1.ଦେଶରେ କୋରୋନା ଆତଙ୍କ, 49 ଲକ୍ଷ ପାର ସଂକ୍ରମଣ ସଂଖ୍ୟା

ଗତ 24 ଘଣ୍ଟାରେ 83 ହଜାର 809 ଜଣ କୋଭିଡ ସଂକ୍ରମଣ ହୋଇଥିବାବେଳେ, ଏଥିରେ 1,054 ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି..

2.ସଂସଦ ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ, ରାଜ୍ୟସଭା ଅଧିବେଶନ ଆରମ୍ଭ

ଆଜି ସଂସଦ ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ..

3.ଭାରତ ସହ ଏଲଏସିରେ ସୀମା ବିବାଦ ଭିତରେ ଭୂଟାନରେ ସୈନ୍ୟ ଠୁଳ କରୁଛି ଚୀନ

ଏଲଏସିରେ ସୈନ୍ୟ ଠୁଳ କରି ଚାଲିଛି ଚୀନ। ଉତ୍ତେଜନା ବଢିଚାଲିଥିବା ବେଳେ ଅନେକ ବାର ବୈଠକ ପରେ ମଧ୍ୟ ପରିସ୍ଥିତିରେ ସୁଧାର ଆସୁନି..

4.ସଂସଦରେ ଜୟାଙ୍କ ଯୁକ୍ତି, କିଛି କଳାକାରଙ୍କ ପାଇଁ ବଲିଉଡକୁ ବଦନାମ କରିବା ଠିକ୍‌ ନୁହେଁ

ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ବଲିଉଡକୁ ନେଇ ନିଜର ମତ ରଖିଛନ୍ତି..

5.କୋରୋନା ଯୋଗୁଁ ମାନସିକ ଚିନ୍ତା ନେଇ ସୁପ୍ରିମକୋର୍ଟଙ୍କ କର୍ମଶାଳା

କୋରୋନା ସମୟରେ ଲୋକଙ୍କ ମଧ୍ୟରେ ବଢ଼ିଛି ମାନସିକ ଚିନ୍ତା, ଉଦବେଗ ଓ ଅନାବଶ୍ୟକ କ୍ରୋଧ । ତେବେ ଏନେଇ ସୁପ୍ରିମ କୋର୍ଟ ନେଇଛନ୍ତି ଏକ ନିଆରା ପଦକ୍ଷେପ..

6.ମୌସୁମୀ ଅଧିବେଶନ: କୃଷି ନୀତିକୁ ବିରୋଧ କରି ବାମଦଳ ସାଂସଦଙ୍କ ଧାରଣା

ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ସଂସଦ ଭବନରେ ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ବାମଦଳର ସାଂସଦ ମାନଙ୍କ ଧାରଣା..

7.‘ପଦ୍ମ ପୁରସ୍କାର’ ପାଇଁ ଆଜି ଆବେଦନର ଶେଷ ତାରିଖ

ଆସନ୍ତା ବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷିତ ହେବାକୁ ଥିବା ପଦ୍ମ ପୁରସ୍କାର ପାଇଁ ଅନଲାଇନ୍ ନାମାଙ୍କନ ଏବଂ ସୁପାରିଶ ପାଇଁ ଆଜି ହେଉଛି ଶେଷ ତାରିଖ..

8.ସେପ୍ଟେମ୍ବର 25ରେ ପୁଣି ଏକ ଲକଡାଉନ ଖବରକୁ ଖଣ୍ଡନ କଲେ କେନ୍ଦ୍ର ସରକାର

ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ସେପ୍ଟେମ୍ବର 25 ରୁ କେନ୍ଦ୍ରକୁ ଅନ୍ୟ ଏକ ତାଲା ବନ୍ଦ ପକାଇବାକୁ ସୁପାରିଶ କରିଥିବା ରିପୋର୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା..

9.ଛତ୍ରପତି ଶିବାଜୀଙ୍କ ନାଁରେ ନାମିତ ହେବ ଆଗ୍ରାର ମୋଗଲ ମ୍ୟୁଜିୟମ: ଯୋଗୀ ଆଦିତ୍ୟନାଥ

ଛତ୍ରପତି ଶିବାଜୀ ମହାରାଜଙ୍କ ନାଁରେ ନାମିତ ହେବ ଆଗ୍ରାରେ ନିର୍ମାଣାଧୀନ ମୋଗଲ ମ୍ୟୁଜିୟମ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଘୋଷଣା କରିଛନ୍ତି..

10.ଆଇପିଏଲରେ କଳଙ୍କିତ ଅଧ୍ୟାୟ: ସ୍ପଟ ଫିକ୍ସିଂ-ବେଟିଂରୁ ବାସନ୍ଦାଦେଶ

ଆମେ ଆପଣଙ୍କୁ ଜଣାଇବୁ ଆଇପିଏଲରେ ସ୍ପଟ ଫିକ୍ସିଂ ଓ ବେଟିଂର କଳଙ୍କିତ କାହାଣୀ ସମ୍ପର୍କରେ...

ABOUT THE AUTHOR

...view details