ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର - ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Sep 6, 2020, 1:00 PM IST

1.ରାଜ୍ୟରେ ପୁଣି କୋରୋନା ନେଲା 8 ଜୀବନ, ମୃତ୍ୟୁ ସଂଖ୍ୟା 541

ରାଜ୍ୟରେ ପୁଣି ଗଡ଼ିଲା ମୁଣ୍ଡ। କରୋନା ନେଲା ଆଉ 8 ଜୀବନ। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 541..

2.ଆଜି ରାଜ୍ୟର 30 ଜିଲ୍ଲାରୁ 3810 କୋରୋନା ଚିହ୍ନଟ

ସଂକ୍ରମିତଙ୍କ ମଧ୍ୟରୁ 2286 ଜଣ କ୍ବାରେଣ୍ଟାଇନ ରହିଥିଲେ । ସ୍ଥାନୀୟ ସଂକ୍ରମଣ 1524 ରହିଛି..

3.ସେପ୍ଟେମ୍ବର 17 ପରଠୁ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ସେପ୍ଟେମ୍ବର ୧୭ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌ର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି..

4.'ବଲିଉଡର ଡ୍ରଗ୍ସ' ଡିଲକୁ ପର୍ଦ୍ଦାଫାଶ କରିବାରେ ସାହାଯ୍ୟ କରିବେ ସୌଭିକ୍: NCB

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦାବି କରିଛି ଯେ ମୁଖ୍ୟ ଅଭିଯୁକ୍ତ ସୌଭିକ୍ ଚକ୍ରବର୍ତ୍ତୀ ଏହି କାରବାର ସହ ଜଡିତ ଥିବା ଅନେକଙ୍କ ନାମ ପ୍ରକାଶ କରିଛି..

5.ସୁଧୁରୁନି ବନ୍ୟା ବିପନ୍ନଙ୍କ ଦୁଃଖ, ରିଲିଫ୍‌ କ୍ୟାମ୍ପରେ ବିତୁଛି ଜୀବନ

ଅନୁଗୋଳ ମହାନଦୀ ସାତକୋଶିଆ ଗଣ୍ଡରେ ବନ୍ୟା ଯୋଗୁଁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଟିକରପଡା ଘାଟ ସାହିରେ ରହୁଥିବା ୧୦୦ରୁ ଅଧିକ ମତ୍ସ୍ୟଜୀବୀ ପରିବାର..

6.ମେକ୍‌ ଇନ ଇଣ୍ଡିଆ ପାଇଁ ସରକାର ଓ ସଶସ୍ତ୍ର ବାହିନୀ ପ୍ରତିଶୃତିବଦ୍ଧ: ବିପିନ ରାୱତ

ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଭାରତ ସରକାର ଓ ସଶସ୍ତ୍ର ବାହିନୀ ସେମାନଙ୍କର ସଂକଳ୍ପ ଓ ପ୍ରତିବଦ୍ଧତା ସ୍ପଷ୍ଟ ଭାବରେ ଦର୍ଶାଇଛନ୍ତି..

7.ଡିସେମ୍ବର ୧୫ରୁ ୧.୪୦ ଲକ୍ଷ ପଦବୀ ପାଇଁ ପରୀକ୍ଷା କରାଇବ ରେଳବାଇ

ଡିସେମ୍ବର 15ରୁ ଭାରତୀୟ ରେଳବାଇ କମ୍ପ୍ୟୁଟର୍‌ଭିତ୍ତିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିବ..

8.ୟୁଏସ ଓପନ: କ୍ବାଟର ଫାଇନାଲରେ ବୋପନ୍ନା-ଶାପୋଭାଲୋଭ ଯୋଡି

ଭାରତ-କାନାଡା ଯୋଡି ଶନିବାର ଦିନ ପୁରଷ ଯୁଗଳ ବର୍ଗର 2ୟ ରାଉଣ୍ଡରେ ଜର୍ମାନୀ ଯୋଡିଙ୍କୁ ମାତ୍‌ ଦେଇ କ୍ବାଟର ଫାଇନାଲରେ ପ୍ରବେଶ କରିଛନ୍ତି..

9.ENG vs AUS ଦ୍ବିତୀୟ T20: କର ବା ମର ସ୍ଥିତିରେ ଭ୍ରମଣକାରୀ ଦଳ

ଆଜିର ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । କଙ୍ଗାରୁ ଦଳ ଆଜିର ମ୍ୟାଚ ଜିତି ସିରିଜକୁ ବରାବର ଲକ୍ଷ୍ୟରେ ଦ ରୋଜ ବାଉଲ ଗ୍ରାଉଣ୍ଡକୁ ଓହ୍ଲାଇବ..

10.ଅଭିନନ୍ଦନ ଭାରତବାସୀ, ପୁଅ ପରେ ମୋ ଝିଅ ବି ଗିରଫ ହେବ: ରିୟାଙ୍କ ବାପା

ପୁଅ ସୌଭିକ୍ ଗିରଫ ହେବା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ନିଜର ଅସନ୍ତୋଷ ଜାହିର କରିଛନ୍ତି..

ABOUT THE AUTHOR

...view details