ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

top-news-at-11am
top-news-at-11am

By

Published : Sep 3, 2020, 11:10 AM IST

1.ରାଜ୍ୟରେ ଦିନକରେ 3631ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମକୁ ମାତ୍ ଦେଲା ଖୋର୍ଦ୍ଧା

ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ 3631 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । 8 ଜଣ ମୃତ..

2.ଦେଶରେ ରେକର୍ଡ ଭାଙ୍ଗିଲା କୋରୋନା, 24 ଘଣ୍ଟାରେ 83,883 ଆକ୍ରାନ୍ତ ଚିହ୍ନଟ

24 ଘଣ୍ଟା ମଧ୍ୟରେ ଦେଶରେ 83,883 ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ 1043 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି..

3.ISIS ଲିଙ୍କ, 5 ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କଲା NIA

ଆଇଏସଆଇଏସ ସହିତ ଲିଙ୍କ ନେଇ 5 ଜଣଙ୍କ ନାମରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଚାର୍ଜସିଟ୍‌ ଦାଖଲ କରିଛି..

4.ଭିଜିଲାନ୍ସ ପଞ୍ଝାରେ ଉପ ନିର୍ଦ୍ଦେଶକ, 6ଟି ସ୍ଥାନରେ ଚଢାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଲେ ଫାକ୍ଟ୍ରି ଆଣ୍ଡ ବଏଲର୍ସ ଉପ ନିର୍ଦ୍ଦେଶକ..

5.ଆଜି ଘୋଷଣା ହେବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ତାରିଖ

ପ୍ରକାଶ ପାଇପାରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଆଜି ପରୀକ୍ଷା ଫଳର ତାରିଖ ଘୋଷଣା କରିବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ..

6.ରାତି ଅଧରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ଜଣେ ମୃତ

2ଜଣ ଯୁବକ ଖଣ୍ଡାରେ ଡଗରପଡା ଅଞ୍ଚଳର ହାଡ଼ିଆ ଓ ତାଙ୍କର ଦୋକାନ ପିଲାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ଆହତ ହୋଇଛନ୍ତି..

7.ହୀରାକୁଦ ଡ୍ୟାମର 3 ଗେଟ୍ ବନ୍ଦ, 16 ଗେଟ ଦେଇ ଜଳ ନିଷ୍କାସନ ଜାରି

ଆଜି(ଗୁରୁବାର) ସକାଳୁ ହୀରାକୁଦ ଡ୍ୟାମର ଆହୁରି 3 ଟି ଗେଟକୁ ବନ୍ଦ କରାଯାଇଛି। ବର୍ତ୍ତମାନ 16ଟି ଗେଟ୍‌ ଯୋଗେ ଜଳ ନିଷ୍କାସନ ଜାରି ରହିଛି..

8.ପ୍ରଧାନମନ୍ତ୍ରୀଙ୍କ ପର୍ସନାଲ ଟ୍ବିଟର ଆକାଉଣ୍ଟ ହ୍ୟାକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ । ଗୁରୁବାର ମୋଦିଙ୍କ ଟ୍ବିଟ୍‌ର ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡିଛି..

9.4 ଘଣ୍ଟାର ପ୍ରଚେଷ୍ଟା ପରେ ଉଦ୍ଧାର ହେଲା ଶିଶୁ, ପ୍ରଶଂସା କଲେ ଜିଲ୍ଲାପାଳ

ଦୀର୍ଘ 4ଘଣ୍ଟା ପଥର ସନ୍ଧିରେ ଫସି ରହିବା ପରେ ଜନସାଧାରଣ ଓ ଅଗ୍ନିଶମ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର ହେଲା ଦଶ ବର୍ଷର ବାଳକ..

10.ଆରପାରିରେ ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଡେଭିଡ କେପଲ

ଇଂଲଣ୍ଡ ପାଇଁ 1987ରୁ 1990 ଯାଏଁ 15ଟି ଟେଷ୍ଟ ଓ 23ଟି ଦିନିକିଆ ମ୍ୟାଚ ଖେଳିଥିବା ଅଲରାଉଣ୍ଡର ଡେଭିଡ କେପଲଙ୍କ ଦେହାନ୍ତ..

ABOUT THE AUTHOR

...view details