ଓଡିଶା

odisha

TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

By

Published : Jul 18, 2020, 11:10 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

1.ଦେଶରେ ଦିନକରେ 34,884 ଆକ୍ରାନ୍ତ, 671 ମୃତ

ପୁଣି ଦିନକରେ 34,884 ଆକ୍ରାନ୍ତ ଚିହ୍ନଟ । 671 ମୃତ..

2.4 ଆତଙ୍କୀଙ୍କୁ ସଫା କରି ଜଣେ ଅନୁପ୍ରବେଶକାରୀକୁ ଧରିଲା ସେନା

ଭାରତୀୟ ସେନା ଏଲଓସିର ନୌସେରା ସେକ୍ଟରର ରଜୌରୀ ଜିଲ୍ଲାରେ ଜଣେ ଅନୁପ୍ରବେଶକାରୀକୁ କାବୁ କରିଛି..

3.ରାଜମହଲ ଛକରେ ମେଡିସିନ ଦୋକାନଗୁଡିକୁ ସିଲ କଲା ବିଏମସି

ରାଜଧାନୀରେ ସଂକ୍ରମଣ ମାମଲା ତ୍ରୀବ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ନିୟମ ଉଲ୍ଲଙ୍ଘନ କରିବାରୁ ମେଡିସିନ ଷ୍ଟୋରକୁ ସିଲ କଲା ବିଏମସି..

4.ଲକଡାଉନ କଟକଣା କଡାକଡି: ସକାଳ 6ରୁ ଦିନ 1ଟା ଯାଏଁ ଦୋକାନ ଖୋଲା

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଞ୍ଜାମରେ ପାଳନ ହେବ ଲକଡାଉନ..

5.ଖୁବଶୀଘ୍ର ନିର୍ମାଣ ହେବ ରାମ ମନ୍ଦିର, ଆଜି ଘୋଷଣା ହେବ ତାରିଖ

ରାମଜନ୍ମ ଭୂମିରେ ମନ୍ଦିର ନିର୍ମାଣ ନେଇ ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ଭୂମି-ପୂଜନ ନେଇ ତାରିଖ ଘୋଷଣା କରାଯିବ..

6.ନ୍ୟାୟିକ ବ୍ୟବସ୍ଥାର ବିଳମ୍ବତାକୁ ଅଙ୍ଗେ ନିଭାଇଛନ୍ତି ସୁପ୍ରିମକୋର୍ଟର ଏହି ବିଚାରପତି

ଅବସର ନେବା ପୂର୍ବରୁ ସୁପ୍ରିମକୋର୍ଟରେ ଶୁଣାଇଲେ ନ୍ୟାୟ ପାଇଁ କେତେ ଯେ କୋର୍ଟ କଚେରୀ ଧାଇଁବାକୁ ପଡେ..

7.ପୁଞ୍ଛରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, 3 ଭାରତୀୟ ନାଗରିକ ମୃତ

ପାକିସ୍ତାନର ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ 3 ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା..

8.375 ସ୍ବେଚ୍ଛାସେବୀଙ୍କ ଠାରେ କୋଭିଡ ଟିକା ପରୀକ୍ଷଣ କଲା ଭାରତ ବାୟୋଟେକ

ଭାରତ ପ୍ରଥମ ସ୍ବଦେଶୀ ଟିକା ‘କୋଭାକ୍ସିନ’ର ଦେଶବ୍ୟାପୀ 375 ସ୍ବେଚ୍ଛାସେବୀଙ୍କ ଠାରେ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି..

9.ଭୂକମ୍ପରେ ଥରିଲା ଆସାମ, ତୀବ୍ରତା 4.0 ରେକର୍ଡ

ଭୂକମ୍ପରେ ଥରିଲା ଆସାମ। ରିକ୍ଟର ସ୍କେଲରେ ତୀବ୍ରତା 4.0 ରେକର୍ଡ କରାଯାଇଛି..

10.ପାକିସ୍ତାନରେ ଠିଆ ହେବ କ୍ରୀଷ୍ଣ ମନ୍ଦିର, ଭାସି ଆସିବ ହରେ କ୍ରୀଷ୍ଣ, ହରେ ରାମ ମନ୍ତ୍ର

ପାକିସ୍ତାନରେ ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ କ୍ରୀଷ୍ଣ ମନ୍ଦିର। ସରକାରୀ ଦଳର ହିନ୍ଦୁ ସାଂସଦଙ୍କ ଦୃଢୋକ୍ତି ଓ ବୟାନ ପରେ ମନ୍ଦିର ନିର୍ମାଣ ନେଇ ଖୋଲିଛି ରାସ୍ତା..

ABOUT THE AUTHOR

...view details