ଓଡିଶା

odisha

ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - TOP NEWS @11AM

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

By

Published : Jul 14, 2020, 11:04 AM IST

1.ବିତ୍ପାତ ରଚୁଛି କୋରୋନା, 9 ଲକ୍ଷ ମୁହାଁ ଭାରତର ସଂକ୍ରମଣ

24 ଘଣ୍ଟାରେ 28,701 ନୂଆ ମାମଲା ରେକର୍ଡ କରିବା ସହ ସଂକ୍ରମିତଙ୍କ ସଂଖ୍ୟା 8,78,254ରେ ପହଁଞ୍ଚିଛି..

2.ବ୍ରହ୍ମପୁରର ୬୫ ପ୍ରତିଶତ ପରିବାରରେ ଶେଷ ହୋଇଛି ସ୍ୱାସ୍ଥ୍ୟ ପରୀକ୍ଷା

ଡୋର ଟୁ ଡୋର ସ୍କ୍ରିନିଙ୍ଗ କାର୍ଯ୍ୟକ୍ରମରେ ପ୍ରାୟ ୫୭ ହଜାର ପରିବାର ନିକଟରେ ସ୍ବାସ୍ଥ୍ୟ ବିଭାଗର ଟିମ ପହଞ୍ଚିଥିବାବେଳେ ମୋଟ ୨ ଲକ୍ଷ ୨୯ ହଜାର ୪୪୫ ଜଣଙ୍କୁ ସ୍କ୍ରିନିଙ୍ଗ କରାଯାଇଛି..

3.କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାରହିବ: ବ୍ରହ୍ମପୁର ଏସପି

କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ହିଁ ଖୋଲା ରହିବ..

4.କୋରୋନା କାଳରେ ଜାତିସଂଘର ଚେତାବନୀ, କୁପୋଷଣର ଶିକାର ହେବେ କୋଟି କୋଟି ଲୋକ

କୁପୋଷଣର ଶିକାର ହେବେ କୋଟି କୋଟି ଲୋକେ । 2020କୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି ଜାତିସଂଘ..

5.ଇଣ୍ଡିଆ ଷ୍ଟିଲ କମ୍ପାନୀରେ ବିସ୍ଫୋରଣ, 2 ମୃତ

ମହାରାଷ୍ଟ୍ରର ଖୋପୋଲିରେ ଥିବା ଏକ ଇଣ୍ଡିଆ ଷ୍ଟିଲ କମ୍ପାନୀରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘଟଣାରେ 2 ଜଣ ଶ୍ରମିକଙ୍କ ମୃତ୍ୟୁ..

6.ରାଜସ୍ଥାନ ରାଜନୀତି: ଆଜି ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ

ବଦଳିଲା କଂଗ୍ରେସ ବିଧାୟକ ଦଳ ବୈଠକର ସମୟ । ସକାଳ 10ଟା ବଦଳରେ 11ଟାରେ ହେବ ବୋଲି ସୂଚନା..

7. ଭାଇଜାଗ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ 12 ଦମକଳ ବାହିନୀ ନିୟୋଜିତ

ଆନ୍ଧ୍ରପ୍ରଦେଶ ଭାଇଜାଗ ଜିଲ୍ଲାର ଏକ କେମିକାଲ କମ୍ପାନୀରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର 12 ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛି। ଆହତ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

8. ଆସାମ ବନ୍ୟା ସ୍ଥିତି: 21 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର, ମୃତ୍ୟୁସଂଖ୍ୟା 50

ଆସାମର ମୋଟ 33 ଟି ଜିଲ୍ଲା ମଧ୍ୟରୁ 27 ଟି ବର୍ତ୍ତମାନ ପାଣି ଘେରରେ ଅଛି। ବନ୍ୟା ପାଇଁ 2763 ଗାଁର ପ୍ରାୟ 21,63,010 ଲୋକଙ୍କୁ ବିସ୍ଥାପିତ କରାଯାଇଛି । ବନ୍ୟାରେ ସୋମବାର 6 ଜଣଙ୍କ ମୃତ୍ୟୁ ଘଟିଛି।

9. ଦୁଇ ଦିନ ପାଇଁ ବନ୍ଦ ରହିବ ରେଳ ଭବନ

ଦୁଇ ଦିନ ପାଇଁ ବନ୍ଦ ରହିବ ରେଳ ଭବନ । ଆଜି ଓ ଆସନ୍ତାକାଲି ରେଳ ଭବନ କାର୍ଯ୍ୟାଳୟରୁ ସମସ୍ତ କାର୍ଯ୍ୟାକଳାପକୁ ସ୍ଥଗିତ କରାଯାଇଛି । ଅଧିକ ପଢନ୍ତୁ...

10.ମହାମାରୀରେ ବିଦେଶରୁ 6,50,000 ଭାରତୀୟ ସ୍ଥାନାନ୍ତରିତ: କେନ୍ଦ୍ରସରକାର

ମହାମାରୀ ମଧ୍ୟରେ ବିଦେଶରୁ 6,50,000 ଭାରତୀୟଙ୍କୁ ସ୍ବଦେଶ ସ୍ଥାନାନ୍ତର କରାଯାଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ସୋମବାର ସୂଚନା ଦେଇଛନ୍ତି..

ABOUT THE AUTHOR

...view details