ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର... - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

By

Published : Jul 31, 2020, 9:05 AM IST

1.ସୁପ୍ରିମକୋର୍ଟରେ ୟୁଜିସିର ଯୁକ୍ତି, ପିଲାଙ୍କ ଭବିଷ୍ୟତ ପାଇଁ ପରୀକ୍ଷା ଜରୁରୀ

ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନକୁ ସେପ୍ଟେମ୍ବରରେ ଶେଷ ଆଡକୁ ସେମିଷ୍ଟାର ପରୀକ୍ଷା ହେବା ଆବଶ୍ୟକ...

2.ଶହୀଦ ସପ୍ତାହରେ ଉପସ୍ଥିତି ଜାହିର କଲେ ମାଓବାଦୀ

କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଲିଟିବଣ୍ଡେଲ ଗାଁରୁ ଦେଖିବାକୁ ମିଳିଛି ମାଓ ପୋଷ୍ଟର...

3.ଆସାମ ବନ୍ୟା ସ୍ଥିତି, ମୃତ୍ୟୁ ସଂଖ୍ୟା 108କୁ ବୃଦ୍ଧି

ଆସାମରେ ବନ୍ୟା ଯୋଗୁଁ କମୁନି ଲୋକଙ୍କ ଦୁର୍ଦ୍ଦଶା , ମୃତ୍ୟୁ ସଂଖ୍ୟା 108କୁ ବୃଦ୍ଧି । 82,170 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ..

4.କଳାହାଣ୍ଡିରେ ବଢୁଛି କୋରୋନା ସଂକ୍ରମଣ, 2 ଦିନରେ ୫୯ ଜଣ ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାରେ ବଢି ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୧କୁ ପହଞ୍ଚିଥିବା ବେଳେ ୯୩ ଜଣ ସୁସ୍ଥ ହୋଇଛନ୍ତି..

5.ରେଡରୁ ଗ୍ରୀନ ଜୋନ ହେଲା ଗଞ୍ଜାମ-ଗୋପାଳପୁର ଏନଏସି

ଗତ ଜୁଲାଇ ୧୫ ତାରିଖରୁ ଗୋପାଳପୁରରୁ ପଜେଟିଭ ଚିହ୍ନଟ ହୋଇଥିବା ବେଳେ ୨୯ ତାରିଖ ମଧ୍ୟରେ ଏଠାରୁ କେହି କୋରୋନା ପଜିଟିଭ ଚି଼ହ୍ନଟ ହୋଇ ନାହାନ୍ତି..

6.ଅମୃତସରରେ ବିଷାକ୍ତ ମଦ ପିଇ 4 ମୃତ, ତଦନ୍ତ ଜାରି

ବିଷାକ୍ତ ମଦ ପିଇ ଅମୃତସରରେ 4 ମୃତ। ଏହି ଅଘଟଣଟି ଗୁରୁବାର ମୁଚାଲ ଗ୍ରାମରେ ଘଟିଛି..

7. ଆଫଗାନିସ୍ତାନ କାର ବମ୍ ବିସ୍ଫୋରଣ ଘଟଣା, 8 ମୃତ 30 ଆହତ

କାର ବମ ବିସ୍ଫୋରଣ। ଆଫଗାନିସ୍ତାନ ଲୋଗାର ପ୍ରଦେଶର ରାଜଧାନୀ ପୁଲ-ଇ-ଆଲାମ ସହରରେ 8 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30 ଜଣ ଆହତ ହୋଇଛନ୍ତି..

8.ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟରେ ବଢିବ ବର୍ଷା ପରିମାଣ

ଅଗଷ୍ଟ 2 ତାରିଖରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି..

9.କୋରୋନା ମୁକାବିଲା ପାଇଁ ରାଜ୍ୟରେ ନିଯୁକ୍ତ ହେଲେ ୨୪୧ ପିଜି ଡାକ୍ତର

କୋଭିଡ-୧୯ ଚିକିତ୍ସା ବ୍ୟବସ୍ଥାର ସୁପରିଚାଳନା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୪୧ ପିଜି ଡାକ୍ତରଙ୍କୁ ନିୟୋଜିତ କରାଗଲା..

10.66ତମ ସ୍କଚ ସମ୍ମିଳନୀରେ ନବରଙ୍ଗପୁରକୁ ରୌପ୍ୟ ସମ୍ମାନ

ନବରଙ୍ଗପୁର ଜିଲ୍ଲାକୁ ଏହି ରୌପ୍ୟ ସମ୍ମାନ ମିଳିଥିବା ଯୋଗୁଁ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଏହି ସମ୍ମାନକୁ ଜିଲ୍ଲାର କୋଭିଡ ଯୋଦ୍ଧାଙ୍କୁ ଉତ୍ସର୍ଗ କରିଛନ୍ତି..

ABOUT THE AUTHOR

...view details