1- ଆଜି ସାର୍କ ଦେଶ ସମୂହ ସହ ଭାରତର ବୈଠକ l ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଆଲୋଚନା l
2- ଆଜି ପୁଣି କେତେକ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା କରିବେ ଲୋକସଭା ବାଚସ୍ପତି ଓମ ବିର୍ଲା l ବିଧାନସଭା ପରିଚାଳନା ଉପରେ ହେବ ଆଲୋଚନା l
3- ନୀତିଆୟୋଗ ଓ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ l କରୋନା ଓ ଅର୍ଥନୀତି ଉପରେ ଆଲୋଚନା l
4- କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରିଙ୍କ ଉଚ୍ଚସ୍ତରୀୟ ବୈଠକ l ବିଭାଗୀୟ ପ୍ରକଳ୍ପର ହେବ ସମୀକ୍ଷା ଓ ନୂଆ ପ୍ରକଳ୍ପକୁ ମିଳିପାରେ ମଞ୍ଜୁରୀ l
5- ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ଓ BRO ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ l ସୀମାରେ ନିର୍ମାଣଧୀନ ପ୍ରକଳ୍ପ ଉପରେ ହେବ ହାଇ ଲେବଲ ବୈଠକ l