ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ବିଭିନ୍ନ ପ୍ରତିନିଧି ଦଳ ହାଥରସରେ ପହଞ୍ଚିବା ଜାରି ରଖିଛନ୍ତି । ଏହି କ୍ରମରେ ଅଖିଳ କ୍ଷତ୍ରିୟ ମହାସଭାର ପ୍ରତିନିଧୀ ଦଳ ଶନିବାର ହାଥରସ ଯାଇ ପ୍ରକୃତ ଘଟଣାର ବାସ୍ତବତାକୁ ଅନୁଧ୍ୟାନ କରିବେ।
ଆଜି ହାଥରସ ଯିବେ ଅଖିଳ କ୍ଷତ୍ରିୟ ମହାସଭାର ପ୍ରତିନିଧୀ ଦଳ - hathras rape case upadate
ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ବିଭିନ୍ନ ପ୍ରତିନିଧି ଦଳ ହାଥରସରେ ପହଞ୍ଚିବାରେ ଲାଗିଛନ୍ତି । ଏହି କ୍ରମରେ ଅଖିଳ କ୍ଷତ୍ରିୟ ମହାସଭାର ପ୍ରତିନିଧୀ ଦଳ ଶନିବାର ହାଥରସ ଯାଇ ପ୍ରକୃତ ଘଟଣାର ବାସ୍ତବତାକୁ ଅନୁଧ୍ୟାନ କରିବେ।
ଆଜି ହାଥରସ ଯିବେ ଅଖିଳ କ୍ଷତ୍ରିୟ ମହାସଭାର ପ୍ରତିନିଧୀ ଦଳ
ଏହି ମନ୍ତ୍ରୀମଣ୍ଡଳରେ ସାମିଲ ଥିବା ରାଜା ମାନବେନ୍ଦ୍ର ସିଂ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ର ସିଂ ତନୱାର ଏବଂ ହାଥରସ ମାମଲାରେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ଶନିବାର ହାଥରସରେ ପହଞ୍ଚିବେ।
ସେପଟେ ୟୁପି ହାଥରସ ଗଣଦୁଷ୍କର୍ମ ଘଟଣାକୁ ବିରୋଧ କରି ଶନିବାର ପଞ୍ଜାବର ଜଲନ୍ଧର ଏବଂ ଲୁଧିଆନାରେ ଦଳିଚ ସମାଜ ବନ୍ଦ ଡାକରା ଦେଇଛନ୍ତି।