ଓଡିଶା

odisha

ETV Bharat / bharat

ଆଖି ପିଛୁଳାକେ ହରିଣକୁ ଟାଣିନେଲା ବିଶାଳ ଆନାକୋଣ୍ଡା, ଦେଖନ୍ତୁ ଭିଡିଓ - ହରିଣ ଛୁଆ ଶିକାର

ପାଣି ପିଇବା ସମୟରେ ଆନାକୋଣ୍ଡାର ଶିକାର ହୋଇଛି ହରିଣ । ଏବେ ଆନାକୋଣ୍ଡାର ହରିଣ ଶିକାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

By

Published : Nov 21, 2019, 8:36 PM IST

ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଅବସ୍ଥିତ ଅଭୟାରଣ୍ୟ ମହାରାଷ୍ଟ୍ରର ସର୍ବବୃହତ୍ ଓ ସବୁଠାରୁ ପୁରୁଣା ଜାତୀୟ ଉଦ୍ୟାନ । ଏହି ଉଦ୍ୟାନର ଏମିତି ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଯାହା ଖାଦ୍ୟ ଖାଦକ ମଧ୍ୟରେ ଘମାଘୋଟ ଲଢେଇର ଭୟଙ୍କର ଦୃଶ୍ୟ ଓ ଭୋକ ମେଣ୍ଟାଇବା ପାଇଁ ଏକାଗ୍ରତାର ସୁନ୍ଦର ଉଦାହରଣକୁ ଗୋଟିଏ ଦୃଶ୍ୟରେ ଦେଖିବାକୁ ମିଳିଛି ।

ଆନାକୋଣ୍ଡା କରୁଛି ହରିଣ ଛୁଆ ଶିକାର

ଏକ ପଙ୍କୁଆ ସନ୍ତସନ୍ତିଆ ପାଣି ଜମି ଥିବା ପୋଖରୀ କୂଳରେ ଆନାକୋଣ୍ଡା-ହରିଣ ଲଢେଇ । କିଛି ମିନିଟର ଏହି ଦୃଶ୍ୟରେ ଆନାକୋଣ୍ଡାର ଫାଶରେ ପଡି ପ୍ରାଣ ହରାଇଛି ହରିଣ ଶାବକ । ଶେଷରେ ଆନାକୋଣ୍ଡାର ଭୋକ ମେଣ୍ଟାଇଛି ହରିଣ । ପାଣି ପିଇବା ଅବସ୍ଥାରେ ଆନାକୋଣ୍ଡାର ଶିକାର ହୋଇଛି ହରିଣ । ଏବେ ଆନାକୋଣ୍ଡାର ହରିଣ ଶିକାର ଭିଡିଓ ଭାଇରାଲ ହେବାରେ ଲାଗିଛି

ABOUT THE AUTHOR

...view details