ଓଡିଶା

odisha

ETV Bharat / bharat

3 ଉଲଫା ଆତଙ୍କବାଦୀ ଗିରଫ , ଅସ୍ତ୍ରଶସ୍ତ୍ର ଜବତ

ସୁରକ୍ଷା ବାହିନୀ ତରଫରୁ କମ୍ପିଂ ଅପରେସନ ସମୟରେ ତିରାପର ନୋଗଲୋ ନିକଟରୁ ତିନିଜଣ ଉଲଫା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

By

Published : Aug 29, 2020, 10:16 PM IST

3 ଉଲଫା ଆତଙ୍କବାଦୀ ଗିରଫ , ଅସ୍ତ୍ରଶସ୍ତ୍ର ଜବତ
3 ଉଲଫା ଆତଙ୍କବାଦୀ ଗିରଫ , ଅସ୍ତ୍ରଶସ୍ତ୍ର ଜବତ

ତିରାପ: ସୁରକ୍ଷା ବାହିନୀ ତରଫରୁ କମ୍ପିଂ ଅପରେସନ ସମୟରେ ତିରାପର ନୋଗଲୋ ନିକଟରୁ ତିନିଜଣ ଉଲଫା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତୀୟ ସେନାର ପୂର୍ବାଞ୍ଚଳ କମାଣ୍ଡର ଟ୍ୱିଟରରେ ଗିରଫ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗିରଫ ଆତଙ୍କବାଦୀଙ୍କ ନିକଟରୁ ତିନୋଟି ପିସ୍ତଲ, ମାଗାଜିନ ଏବଂ ସାଙ୍ଗଠନିକ କାଗଜପତ୍ର ଜବତ କରାଯାଇଛି । ପୂର୍ବରୁ ମଧ୍ୟ 28 ଅଗଷ୍ଟ 20 ତାରିଖରେ ମଧ୍ୟ ତିରାପର ନୋଗଲୋ ନିକଟରୁ ତିନି ଜଣ ଉଲଫା କ୍ୟାଡରକୁ ସୁରକ୍ଷାକର୍ମୀ ଗିରଫ କରିଥିଲେ ।

@ANI

ABOUT THE AUTHOR

...view details