ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ, ଇଣ୍ଡୋନେସିଆ ଓ ସିଙ୍ଗାପୁରରେ ଭ-କମ୍ପ ଅନୁଭୂତ । ମଙ୍ଗଳବାର ସକାଳ ସମୟରେ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଭୂ-କମ୍ପର ଝଟକା ଲାଗିଛି । ଇଣ୍ଡୋନେସିଆ, ସିଙ୍ଗାପୁରରେ ବଡ ଧରଣରଭ-କମ୍ପ ଅନୁଭୂତ ହୋଇଛି । ଏହାର ତିବ୍ରତା ରିକ୍ଟର ସେଲରେ 6.3 ଓ 6.1 ରହିଥିଲା। ଅୁଣାଚଳପ୍ରଦେଶରେ ସାମାନ୍ୟ ଧରଣ ରିକ୍ଟର ସେଲରେ 3.4 ରେକର୍ଡ କରାଯାଇଛି ।
ଅରୁଣାଚଳ ପ୍ରଦେଶର ସୋମବାର ବିଳମ୍ବିତ ରାତି 1.33 ମିନିଟରେ ତାୱଙ୍ଗ ନିକଟରେ ଭୂ-କମ୍ପ ହୋଇଥିଲା । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି ।