ଇମ୍ଫାଲ: ମଣିପୁରରେ ଉଗ୍ରବାଦୀ ହମଲା ହୋଇଛି । ଯେଉଁଥିରେ 3 ଯବାନ ଶହୀଦ ହୋଇଛନ୍ତି । ସେପଟେ ଯବାନଙ୍କ ଗୁଳିରେ 4 ଉଗ୍ରବାଦୀ ଆହତ ହୋଇଛନ୍ତି ।
ମଣିପୁରରେ ଉଗ୍ରବାଦୀ ହମଲା, 3 ଯବାନ ଶହୀଦ - 3 ଯବାନ ଶହୀଦ
ମଣିପୁରରେ ଉଗ୍ରବାଦୀ ହମଲା । 3 ଯବାନ ଶହୀଦ । ସେପଟେ 4 ଉଗ୍ରବାଦୀ ଆହତ ।
![ମଣିପୁରରେ ଉଗ୍ରବାଦୀ ହମଲା, 3 ଯବାନ ଶହୀଦ ମଣିପୁରରେ ଉଗ୍ରବାଦୀ ହମଲା, 3 ଯବାନ ଶହୀଦ](https://etvbharatimages.akamaized.net/etvbharat/prod-images/768-512-8228346-thumbnail-3x2-h.jpg)
ମଣିପୁରରେ ଉଗ୍ରବାଦୀ ହମଲା, 3 ଯବାନ ଶହୀଦ
4 ଆସାମ ରାଇଫଲର 3 ଜଣ ଯବାନ ମଣିପୁରରେ ଶହୀଦ ହୋଇଛନ୍ତି । ଉଗ୍ରବାଦୀଙ୍କ ଅତର୍କିତ ଆକ୍ରମଣ ଫଳରେ 3 ଜଣ ଯବାନ ଶହୀଦ ହୋଇଛନ୍ତି । ସେପଟେ ଯବାନଙ୍କ ପାଲଟା ଗୁଳିରେ 4 ଜଣ ଉଗ୍ରବାଦୀ ଆହତ ହୋଇଥିବା ସୂଚନା ମିଳିଛି । ଏହି ଅଘଟଣ ମଣିପୁର ଓ ମିଆଁମାର ସୀମାନ୍ତ ଅଞ୍ଚଳରେ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଉଗ୍ରବାଦୀମାନେ ପ୍ରଥମେ ଆଇଡି ବ୍ଲାଷ୍ଟ କଲା ପରେ ଟ୍ରୁପ୍ ଉପରକୁ ଗୁଳିବର୍ଷା କରିଥିଲେ । ଯାହାକୁ ସାମ୍ନା କରି 3 ଜଣ ଯବାନ ଶହୀଦ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jul 30, 2020, 1:05 PM IST