ଓଡିଶା

odisha

ETV Bharat / bharat

ବଢୁଛି କୋରୋନା ଭୟ: କେରଳରେ 3 ଓ କର୍ଣ୍ଣାଟକରେ ଜଣେ ଆକ୍ରାନ୍ତ ଚିହ୍ନଟ - three more tested positive for covid 19 in kerala

three more tested positive for covid 19 in kerala and one from karnataka
ବଢୁଛି କୋରୋନା ଭୟ: କେରଳରେ 3 ଓ କର୍ଣ୍ଣାଟକରେ ଜଣେ ଚିହ୍ନଟ

By

Published : Mar 12, 2020, 7:43 PM IST

Updated : Mar 12, 2020, 8:24 PM IST

19:37 March 12

ବଢୁଛି କୋରୋନା ଭୟ: କେରଳରେ 3 ଓ କର୍ଣ୍ଣାଟକରେ ଜଣେ ଚିହ୍ନଟ

ନୂଆଦିଲ୍ଲୀ: କେରଳରେ ଆଉ 3 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଭୟ କୋରୋନା ଆକ୍ରାନ୍ତ ତ୍ରିଶୂର ଓ କନ୍ନୁର ଜିଲ୍ଲାର ବୋଲି ଜଣାପଡିଛି । ଏହାସହ କେରଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 17କୁ ବୃଦ୍ଧି ପାଇଛି ।

ସେହିପରି କର୍ଣ୍ଣାଟକରେ ଆଉ ଜଣଙ୍କ ରକ୍ତ ନମୁନା କୋରୋନା ପଜିଟିଭ ରହିଛି । ତେବେ କର୍ଣ୍ଣାଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 7ରେ ପହଞ୍ଚିଛି । ତେବେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 76ରେ ପହଞ୍ଚିଛି ।

କେରଳରେ ଚିହ୍ନଟ କରାଯାଇଥିବା କୋରୋନା ଆକ୍ରାନ୍ତ ମାନେ ନିକଟରେ ବିଦେଶରୁ ଫେରିଥିବା ଜଣାପଡିଛି । 

 ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ  

Last Updated : Mar 12, 2020, 8:24 PM IST

ABOUT THE AUTHOR

...view details