ଓଡିଶା

odisha

ETV Bharat / bharat

ସିଆଲଦାରୁ 6 ଜଣ ବାଂଲାଦେଶୀ ଗିରଫ - ସିଅଲଦାହ

ପଶ୍ଚିମବଙ୍ଗର ସିଆଲଦା ରେଳଷ୍ଟେସନରୁ 6 ଜଣ ବାଂଲାଦେଶୀ ନାଗରିକଙ୍କ ସମେତ 3 ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି । ପେଟ୍ରାପୋଲ ନିକଟରେ ବାଂଲାଦେଶୀଙ୍କୁ ଅବୈଧ ଭାବେ ପ୍ରବେଶ କରାଇବା ପାଇଁ ଏକ ରାକେଟରେ ଲିପ୍ତ ଥବା ଏହି 9 ଜଣଙ୍କୁ ଗିରଫ କରିଛି କୋଲକାତାର ସ୍ପେଶାଲ ଟାକ୍ସ ଫୋର୍ସ।

ଫାଇଲ ଫଟୋ

By

Published : Sep 12, 2019, 7:39 PM IST

କୋଲକାତା: ପଶ୍ଚିମବଙ୍ଗରୁ 6 ଜଣ ବାଂଲାଦେଶୀ ନାଗରିକଙ୍କ ସମେତ 3 ଜଣ ଭାରତୀୟ ଗିରଫ କରିଛି କୋଲକାତା ସ୍ପେଶାଲ ଟାକ୍ସ ଫୋର୍ସ। ଏହି 9 ଜଣଙ୍କୁ ସିଆଲଦା ରେଳଷ୍ଟେସନରୁ ଗିରଫ କରା ଯାଇଥିବା ଖବର ମିଳିଛି ।

ଗିରଫ ହୋଇଥିବା ଅଭିଯୁକ୍ତ ଅବୈଧ ଅନୁପ୍ରବେଶକାରୀଙ୍କ ରାକେଟ ସହ ଲିପ୍ତ ଥିବା ଜଣାପଡିଛି। ଗିରଫ ହୋଇଥିବା ଭାରତୀୟ ଆନ୍ତର୍ଜାତୀୟ ସୀମା ଦେଇ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବେଆଇନ ଭାବେ ଭାରତ ମଧ୍ୟକୁ ଅନୁପ୍ରବେଶ କରାଉଥିଲେ ବୋଲି ଜଣାପଡିଛି।

ABOUT THE AUTHOR

...view details