ଗୌହାଟୀ: ତିନି ଜଣିଆ ଠକ ଦଳକୁ ଗୌହାଟି ବିମାନ ବନ୍ଦରରୁ ଗିରଫ କରିଛି ପୋଲିସ । ମଙ୍ଗଳବାର ଆଜରା ପୋଲିସ ଓ କ୍ରାଇମବ୍ରାଞ୍ଚ ଦଳ ବିମାନବନ୍ଦରରେ ତିନିଜଣ ଠକଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଜୁନାଦ ଖାନ, ସଲିମ ଖାନ ଓ ସାମସାଦ ଖାନ । ସେମାନେ ହରିୟାଣାର ବାସିନ୍ଦା ବୋଲି ଜଣାପଡିଛି । ସେମାନଙ୍କ ଠାରୁ 130 ଏଟିଏମ୍ କାର୍ଡ, 10 ବୋତଲ କୋଡେକ୍ସ କଫ୍ ସିରପ ଏବଂ 91,270 ଟଙ୍କା ନଗଦ ଜବତ କରାଯାଇଛି ।
ବିମାନ ବନ୍ଦରରୁ 3 ଜଣିଆ ଠକ ଦଳ ଗିରଫ - 3 ଜଣିଆ ଠକ ଦଳକୁ ବିମାନ ବନ୍ଦରରୁ ଗିରଫ କରିଛି ପୋଲିସ
3 ଜଣିଆ ଠକ ଦଳକୁ ବିମାନ ବନ୍ଦରରୁ ଗିରଫ କରିଛି ପୋଲିସ । ତାଙ୍କ ଠାରୁ ଏଟିଏମ କାର୍ଡ, କୋଡେକ୍ସ କପସିରଫ ଓ ନଗତ ଟଙ୍କା ଜବତ କରିଛି ପୋଲିସ । ଅଧିକ ସୂଚନା ପାଇଁ ପଢନ୍ତୁ ...
ବିମାନ ବନ୍ଦରରୁ 3 ଜଣିଆ ଠକ ଦଳ ଗିରଫ
ପୋଲିସ କହିବାନୁଯାୟୀ, ଏହି ତିନିଜଣ ନୂଆଦିଲ୍ଲୀରୁ ଏୟାରଏସିଆ ବିମାନରେ ଯାତ୍ରା କରୁଥିଲେ। ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
@ANI