ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦକୁ ନେଇ ସୁପ୍ରିମକୋର୍ଟର ଐତିହାସିକ ରାୟ ଆସିସାରିଛି । ତେବେ ଏନେଇ ପୂର୍ବଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର ନିଜର ପ୍ରତିକ୍ରିୟା ରଖିଛନ୍ତି ।
'ଅଯୋଧ୍ୟା ବିବାଦକୁ ଭୁଲି ଦେଶର ଉନ୍ନତି ସମ୍ପର୍କରେ ଦେଶବାସୀ ଭାବନ୍ତୁ' - ayodhya verdict latest news
ଅଯୋଧ୍ୟା ବିବାଦର ଐତିହାସିକ ରାୟକୁ ନେଇ ପୂର୍ବ ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ନିଜର ମତ ରଖିଛନ୍ତି ।
think-
ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆମେ ଚାହୁଁଥିବା ସ୍ଥାନରେ ରାମଙ୍କ ମନ୍ଦିର ନିର୍ମାଣ ହେବ । ଏଥିସହ 5ଏକର ଜମିରେ ମସଜିଦ୍ । ଏବେ ଆମମାନଙ୍କୁ ଦେଶର ନିର୍ମାଣ ବିଷୟରେ ଚିନ୍ତା କରିବା ଦରକାର ।